ଅଭିଯୁକ୍ତ ପୁଲିସକୁ କେବେ ଗିରଫ କରାଯିବ ପ୍ରଶ୍ନରେ ଉତ୍ତର ରଖିଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ପୁଲିସଙ୍କୁ କେବେ ଗିରଫ କରାଯିବ ପ୍ରଶ୍ନରେ ଡିଜିପି ଉତ୍ତର ରଖିଛନ୍ତି। ଘଟଣାର ତଦନ୍ତ ଚାଲିଥିବା  କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ସେ କହିଛନ୍ତି ଯେ, ତଦନ୍ତରେ ଯାହା ନାଁ ବାହାରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେଯିବ। ସୂଚନା ଅନୁଯାୟୀ, ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି […]

dg0000000

dg0000000

Tapas Behera
  • Published: Monday, 14 December 2020
  • Updated: 14 December 2020, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ପୁଲିସଙ୍କୁ କେବେ ଗିରଫ କରାଯିବ ପ୍ରଶ୍ନରେ ଡିଜିପି ଉତ୍ତର ରଖିଛନ୍ତି। ଘଟଣାର ତଦନ୍ତ ଚାଲିଥିବା  କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ସେ କହିଛନ୍ତି ଯେ, ତଦନ୍ତରେ ଯାହା ନାଁ ବାହାରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେଯିବ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ। ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରି ଆସୁଥିବା ସତ୍ତ୍ୱେ ଗିରଫ କରାଯାଇଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ୍ ଏବେ କେଉଁଠି ଅଛନ୍ତି, ତାକୁ ନେଇ ଉଠୁଛି ପ୍ରଶ୍ନ।

ପୀଡ଼ିତାଙ୍କ ମା’ଙ୍କ ବୟାନ ମୁତାବକ, ଏହି ଘଟଣାରେ ତିନି ପୁଲିସ୍ କର୍ମଚାରୀ ସମ୍ପୃକ୍ତ ଥିଲେ। ଏବେ ଏହି ୩ ପୁଲିସ୍ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କଲାଣି କି ନାହିଁ? ତା’ଛଡ଼ା କିଏ ଏହି ସୁବାସ୍ ମିଶ୍ର ଏବଂ ତାଙ୍କର ଦୁଇ ସହଯୋଗୀ ପୁଲିସ୍ କର୍ମଚାରୀ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ପୁଲିସ୍ ଏମାନଙ୍କୁ ଚିହ୍ନଟ କରିଛି କି ନାହିଁ, ତାହା ମଧ୍ୟ ପ୍ରଶ୍ନ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story