ନବୀନଙ୍କୁ ଟାର୍ଗେଟ କଲେ ଅପରାଜିତା: କହିଲେ, ରାଜ୍ୟରେ ଗୃହ ବିଭାଗ ସକ୍ରିୟ ହୋଇନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସୁରକ୍ଷା ବାତାବରଣ ସୃଷ୍ଟି କରିବା। ହେଲେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟୁଛି। ପଞ୍ଚାୟତ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ୧୭ଟି ରାଜନୈତିକ ହତ୍ୟା ଘଟିଛି। ଏହି ମାମଲାରେ ଆଜି ପର୍ଯ୍ୟନ୍ତ କାହିଁକି ଚାର୍ଜସିଟ୍‌ ଦାଖଲ ହୋଇପାରିନି? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗୃହ ବିଭାଗର ଦାୟିତ୍ୱ। ଆଉ ଏକଥା ସମସ୍ତେ ଜାଣିଛନ୍ତି ରାଜ୍ୟରେ ଗୃହ ବିଭାଗ […]

cm

cm

Ordigital Desk
  • Published: Monday, 04 January 2021
  • Updated: 04 January 2021, 04:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସୁରକ୍ଷା ବାତାବରଣ ସୃଷ୍ଟି କରିବା। ହେଲେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟୁଛି। ପଞ୍ଚାୟତ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ୧୭ଟି ରାଜନୈତିକ ହତ୍ୟା ଘଟିଛି। ଏହି ମାମଲାରେ ଆଜି ପର୍ଯ୍ୟନ୍ତ କାହିଁକି ଚାର୍ଜସିଟ୍‌ ଦାଖଲ ହୋଇପାରିନି? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗୃହ ବିଭାଗର ଦାୟିତ୍ୱ। ଆଉ ଏକଥା ସମସ୍ତେ ଜାଣିଛନ୍ତି ରାଜ୍ୟରେ ଗୃହ ବିଭାଗ କାହା ହାତରେ ରହିଛି? ବର୍ତ୍ତମାନ ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି। ଗୋଟିଏ କଥା ସ୍ପଷ୍ଟ ରାଜ୍ୟରେ ଗୃହ ବିଭାଗ ସକ୍ରିୟ ହୋଇନାହିଁ। କିମ୍ୱା ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ଶ୍ରୀମତି ଷଡଙ୍ଗୀ କହିଛନ୍ତି-“ସାଲେପୁରର କୁଳମଣି ବରାଳଙ୍କ ହତ୍ୟା କାହିଁକି କରାଗଲା? ମାହାଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଚୁର ପରିମାଣରେ ଦୁର୍ନୀତି ହୋଇଛି ଓ ଏବେ ହେଉଛି। ସେଠାରେ କାହିଁକି ଦୁର୍ନୀତି ହେଉଛି ଓ କାହା ପାଇଁ ହେଉଛି? ଏକଥା ସମସ୍ତେ ଜାଣିଛନ୍ତି। ତାଙ୍କ ନାଁ ନେବାକୁ ଚାହିଁବି ନାହିଁ। କିନ୍ତୁ ଆଇନ୍‌ ବିଭାଗ ଯାହା ଅଧୀନରେ ରହିଛି।”

ସେ ଆହୁରି କହିଛନ୍ତି-“ଗାଁ ଗାଁରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାକୁ ଅସନ୍ତୋଷ ଦେଖାଦେଉଛି। ଯୋଗ୍ୟ ହିତାଧିକାରୀଙ୍କ ଏହି ଯୋଜନାରେ ସାମିଲ କରାଯାଉନହିଁ। ଅଯୋଗ୍ୟମାନେ ପ୍ରଧାନମନ୍ତ୍ରୀ ଯୋଜନାରେ ଘର ହାତେଇ ନେଉଛନ୍ତି। ଆବାସ ଯୋଜନାରେ ପ୍ରତ୍ୟେକ କ୍ଷେତ୍ରରେ ଲାଞ୍ଚ ମଗା ଯାଉଛି। ଯିଏ ଲାଞ୍ଚ ଦେଲା, ତାହାର କାମ ହେଉଛି, ନହେଲେ ଆବାସ ଯୋଜନାରେ କିସ୍ତି ଟଙ୍କା ମିଳୁନାହିଁ। ଏହି ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ବିଜେଡିର କର୍ମୀମାନେ ହତ୍ୟା କରିଛନ୍ତି। ସମଗ୍ର ଦେଶରେ ଦୁର୍ନୀତିରେ ଆଗରେ ରାଜସ୍ତାନ ଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୧୪୯୩ ମାମଲା ରହିଛି। ନିର୍ଦ୍ଧାରିତ ସମୟ ଭିତରେ ଅଭିଯୋଗର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ ନାହିଁ। ଯେଉଁଥିପାଇଁ ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ କାହିଁକି ରାଜନୈତିକ ହିଂସା ଘଟୁଛି? ବିଜେଡି କର୍ମୀମାନେ ଏତେ ଅସହିଷ୍ନୁ କାହିଁକି?”

ମହିଳାଙ୍କ ସୁରକ୍ଷା ନେଇ ଅପରାଜିତା କହିଛନ୍ତି-“ମହିଳାଙ୍କ କ୍ଷେତ୍ରରେ ରାଜ୍ୟ ସରକାର କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି। କେବଳ ଭୋଟ ହାତେଇବା ପାଇଁ ଏହି କୁମ୍ଭିର କାନ୍ଦଣା। ତଥ୍ୟ ଅନୁସାରେ ନାରୀ ନିର୍ଯାତନା କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୨୦୧୫ରେ ୧୭୨୦୦ ମାମଲା ଥିଲା। ସେହିପରି ୨୦୧୬ରେ ୧୭୮୦୦, ୨୦୧୭ରେ ୨୦୦୦୦, ୨୦୧୮ରେ ୨୨୭୪ ଓ ୨୦୧୯ରେ ୨୩୧୮୩ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। ମାତ୍ର ଦଣ୍ଡହାର ୫.୭% ରହିଛି। ଏହାର ଅର୍ଥ ତଦନ୍ତ ଠିକ୍‌ ସମୟରେ ବା ବ୍ୟବସ୍ଥିତ ଢ଼ଙ୍ଗରେ ହେଉନାହିଁ। ଯେଉଁଥିପାଇଁ ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story