ମେ’ ପହିଲାରୁ ଭୁବନେଶ୍ୱର-ପାଟନା ବିମାନ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ମେ’ ପହିଲାରୁ ଭୁବନେଶ୍ୱର-ପାଟନା ମଧ୍ୟରେ ଦୈନିକ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସମସ୍ତ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ ପାଇଁ ଆରମ୍ଭ ହୋଇଥିବା ୨୨ଟି ନୂଆ ମାର୍ଗରେ ବିମାନ ଚଳାଚଳ ମଧ୍ୟରେ ଏହା ରହିଛି। ମାର୍ଚ୍ଚ ୨୮ତାରିଖରେ ଏହି ନୂଆ ମାର୍ଗ ସବୁକୁ ସଂଯୋଗ କରିବା ନିମନ୍ତେ ବିମାନ ଚଳାଚଳର ଆନୁଷ୍ଠାନିକ ଶୁଭାରମ୍ଭ ହେବ। ସୂଚନା ଅନୁସାରେ, ମେ’ ପହିଲାରୁ […]

flight

flight

Tapas Behera
  • Published: Friday, 12 February 2021
  • Updated: 12 February 2021, 10:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ମେ’ ପହିଲାରୁ ଭୁବନେଶ୍ୱର-ପାଟନା ମଧ୍ୟରେ ଦୈନିକ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସମସ୍ତ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ ପାଇଁ ଆରମ୍ଭ ହୋଇଥିବା ୨୨ଟି ନୂଆ ମାର୍ଗରେ ବିମାନ ଚଳାଚଳ ମଧ୍ୟରେ ଏହା ରହିଛି। ମାର୍ଚ୍ଚ ୨୮ତାରିଖରେ ଏହି ନୂଆ ମାର୍ଗ ସବୁକୁ ସଂଯୋଗ କରିବା ନିମନ୍ତେ ବିମାନ ଚଳାଚଳର ଆନୁଷ୍ଠାନିକ ଶୁଭାରମ୍ଭ ହେବ।
ସୂଚନା ଅନୁସାରେ, ମେ’ ପହିଲାରୁ ଭୁବନେଶ୍ୱର-ପାଟନା ମଧ୍ୟରେ ଦୈନିକ ରାତି ୧୦ଟା ୪୫ମିନିଟରେ ବିମାନ ଚଳାଚଳ କରିବ। ଭୁବନେଶ୍ୱର ବିମାନ ବନ୍ଦରରୁ ୧୦ଟା ୪୫ମିନିଟରେ ବିମାନ ଛାଡ଼ି ୧୨ଟା ୩୫ମିନିଟରେ ପାଟନାରେ ପହଂଚିବ। ସେହିପରି ଅନ୍ୟ ଏକ ବିମାନ ପାଟନାରୁ ଭୁବନେଶ୍ୱର ଅଭିମୁଖେ ରାତି ୧୦ଟା ୪୫ମିନିଟରେ ଛାଡ଼ି ୧୨ଟା ୩୫ରେ ପହଂଚିବ। ଭୁବନେଶ୍ୱରରୁ ପାଟନା ବିମାନ ଭଡ଼ା ୩୮୧୧ଟଙ୍କା ଥିବାବେଳେ ପାଟନାରୁ ଭୁବନେଶ୍ୱରର ଭଡ଼ା ୩୫୮୦ଟଙ୍କା ରହିଛି।
ସୂଚନାଯୋଗ୍ୟ ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଏବେ ୨୮୪ଟି ବିମାନ ଦୈନିକ ୧୧୦୦ଥର ୬୦ଟି ଘରୋଇ ସ୍ଥାନ ଓ ୬ଟି ଆନ୍ତର୍ଜାତିକ ସ୍ଥଳକୁ ଚଳପ୍ରଚଳ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story