ଲିଙ୍କନ ସୁବୁଦ୍ଧିଙ୍କୁ ବଦନାମ ଘଟଣା; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କୁ ବଦ୍‌ନାମ କରିବା ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରୁ ଅଭିଯୁକ୍ତ ମିଥୁନ୍ ସାହୁଙ୍କୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଲିଙ୍କନ ସୁବୁଦ୍ଧିଙ୍କ ଫଟୋକୁ ଏକ ପର୍ଣ୍ଣସାଇଟ୍‌ରେ ପୋଷ୍ଟ କରାଯିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନଥିଲା। ଆଜି ଲିଙ୍କନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତ […]

linkan subudhi

linkan subudhi

Rakesh Mallick
  • Published: Friday, 02 June 2017
  • Updated: 02 June 2017, 09:59 PM IST

Sports

Latest News

ଭୁବନେଶ୍ୱର: ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କୁ ବଦ୍‌ନାମ କରିବା ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରୁ ଅଭିଯୁକ୍ତ ମିଥୁନ୍ ସାହୁଙ୍କୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଲିଙ୍କନ ସୁବୁଦ୍ଧିଙ୍କ ଫଟୋକୁ ଏକ ପର୍ଣ୍ଣସାଇଟ୍‌ରେ ପୋଷ୍ଟ କରାଯିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନଥିଲା।

ଆଜି ଲିଙ୍କନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଲିଙ୍କନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ମିଥୁନ୍ ସାହୁକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story