ତାତିରେ ଶିଝିଲା ରାଜଧାନୀ ଭୁବନେଶ୍ୱର, କଟକରେ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାତିରେ ଶିଝିଲା ରାଜଧାନୀ ଭୁବନେଶ୍ୱର। ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର। ଏଠାରେ ତାପମାତ୍ର ୪୨.୧ ଡିଗ୍ରୀ ସେଲ୍‌ସିଅସ୍‌ ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ରାଜ୍ୟର ୧୨ଟି ସହର ତାପମାତ୍ରା ୪୦° ଉପରେ ରହିଛି। ଭୁବନେଶ୍ୱର ପରେ ବୌଦ୍ଧରେ ୪୨, ସୋନପୁରରେ ୪୧.୮, ବାରିପଦାରେ ୪୧.୬, ଟିଟିଲାଗଡ଼ରେ ୪୧.୬, ସମ୍ୱଲପରରେ ୪୧, ଝାରସୁଗୁଡ଼ାରେ ୪୦.୫, ଅନୁଗୋଳରେ ୪୦.୩, ବଲାଙ୍ଗିରରେ ୪୦.୩, ତାଳଚେରରେ ୪୦.୧, ନୟାଗଡ଼ରେ ୪୦, ଭବାନୀପାଟଣାରେ ୪୦ […]

heat-weave

heat-weave

Manoranjan Sial
  • Published: Saturday, 24 April 2021
  • Updated: 24 April 2021, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାତିରେ ଶିଝିଲା ରାଜଧାନୀ ଭୁବନେଶ୍ୱର। ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର। ଏଠାରେ ତାପମାତ୍ର ୪୨.୧ ଡିଗ୍ରୀ ସେଲ୍‌ସିଅସ୍‌ ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ଆଜି ରାଜ୍ୟର ୧୨ଟି ସହର ତାପମାତ୍ରା ୪୦° ଉପରେ ରହିଛି। ଭୁବନେଶ୍ୱର ପରେ ବୌଦ୍ଧରେ ୪୨, ସୋନପୁରରେ ୪୧.୮, ବାରିପଦାରେ ୪୧.୬, ଟିଟିଲାଗଡ଼ରେ ୪୧.୬, ସମ୍ୱଲପରରେ ୪୧, ଝାରସୁଗୁଡ଼ାରେ ୪୦.୫, ଅନୁଗୋଳରେ ୪୦.୩, ବଲାଙ୍ଗିରରେ ୪୦.୩, ତାଳଚେରରେ ୪୦.୧, ନୟାଗଡ଼ରେ ୪୦, ଭବାନୀପାଟଣାରେ ୪୦ ଓ କଟକର ତାପମାତ୍ରା ୩୯. ୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos