ପ୍ରେମ ବିରୋଧୀଙ୍କୁ ବିରୋଧ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ଦିନଟିଏ। ପରସ୍ପରକୁ ମନ ଦେଇଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଥିଲା ପ୍ରେମକୁ ନିବିଡ଼ତା କରିବାର ସୁଯୋଗ। ଆଜି ଭାଲେଣ୍ଟାଇନ ଡେ’କୁ ବିରୋଧ ପାଇଁ ତୀବ୍ର  ଚେତାବନୀ ସତ୍ତ୍ୱେ ଲୁଚାଛପାରେ ପାଳିତ ହୋଇଛି ଏହା। ସର୍ବସାଧାରଣ ପାର୍କ ନହେଲେ ବି, ସପିଂ ମଲ ଓ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ପ୍ରେମୀ ଯୁଗଳଙ୍କୁ।  ରାଜଧାନୀର ଅଧିକାଂଶ ପାର୍କ ଭିତରେ ଓ ବାହାରେ ଥିଲା ପୋଲିସ କଡା ପହରା। ଏମିତିକି କେତେ ପ୍ରେମୀ ଯୁଗଳଙ୍କୁ ହିନସ୍ତା ହୋଇ ଫେରିବାକୁ ପଡିଥିଲା।
ଅନ୍ୟପକ୍ଷରେ ରାଜଧାନୀରେ ପ୍ରେମ ଦିବସକୁ ବିରୋଧ କରୁଥିବା କଳିଙ୍ଗସେନା କର୍ମୀଙ୍କୁ ପୋଲିସ ଆଗୁଆ ଗିରଫ କରି ନେଇଥିଲା। ସମ୍ବଲପୁରରେ ଭାଲେଣ୍ଟାଇନ ଡେ’କୁ ବିରୋଧ କରି ବଜରଙ୍ଗ ଦଳ କର୍ମୀମାନେ ବାଇକ ରାଲି  ସହ ସହର ପରିକ୍ରମା କରିଥିଲେ। ଅଇଁଠାପାଲି ଡିଅର ପାର୍କ ସହ ବିଭିନ୍ନ ପାର୍କ ବୁଲି ଭାଲେଣ୍ଟାଇନ ଡେ’କୁ ବିରୋଧ କରିଥିଲେ।
ପ୍ରେମ ଦିବସକୁ ବିରୋଧ କରୁଥିବା ସଂଗଠନ ଗୁଡିକୁ ଆଜି ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମହିଳା ସଂଗଠନ ଏଆଇଡିଡବ୍ଲୁଏ ଏହି ବିରୋଧ କରିଛି। ଏମିତିକି ମଲ୍ ଭିତରେ ପ୍ରବେଶ ଉଦ୍ୟମକୁ ମଧ୍ୟ ମହିଳା ସଂଗଠନ  ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କିଛି ଯୁବପିଢୀ ପ୍ରେମ ଦିବସର ବିରୋଧକୁ ନିନ୍ଦା ମଧ୍ୟ କରିଛନ୍ତି। ଏହାଛଡା ପାର୍କ ବନ୍ଦ ଯୋଗୁଁ ପାର୍କକୁ ବୁଲିବାକୁ ଆସିଥିବା କେତେକ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।
Ordigital Desk
• Published: Wednesday, 14 February 2018
• Updated: 14 February 2018, 08:23 PM IST
Sports
Latest News
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ଦିନଟିଏ। ପରସ୍ପରକୁ ମନ ଦେଇଥିବା ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଥିଲା ପ୍ରେମକୁ ନିବିଡ଼ତା କରିବାର ସୁଯୋଗ। ଆଜି ଭାଲେଣ୍ଟାଇନ ଡେ’କୁ ବିରୋଧ ପାଇଁ ତୀବ୍ର  ଚେତାବନୀ ସତ୍ତ୍ୱେ ଲୁଚାଛପାରେ ପାଳିତ ହୋଇଛି ଏହା। ସର୍ବସାଧାରଣ ପାର୍କ ନହେଲେ ବି, ସପିଂ ମଲ ଓ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ପ୍ରେମୀ ଯୁଗଳଙ୍କୁ।  ରାଜଧାନୀର ଅଧିକାଂଶ ପାର୍କ ଭିତରେ ଓ ବାହାରେ ଥିଲା ପୋଲିସ କଡା ପହରା। ଏମିତିକି କେତେ ପ୍ରେମୀ ଯୁଗଳଙ୍କୁ ହିନସ୍ତା ହୋଇ ଫେରିବାକୁ ପଡିଥିଲା।
ଅନ୍ୟପକ୍ଷରେ ରାଜଧାନୀରେ ପ୍ରେମ ଦିବସକୁ ବିରୋଧ କରୁଥିବା କଳିଙ୍ଗସେନା କର୍ମୀଙ୍କୁ ପୋଲିସ ଆଗୁଆ ଗିରଫ କରି ନେଇଥିଲା। ସମ୍ବଲପୁରରେ ଭାଲେଣ୍ଟାଇନ ଡେ’କୁ ବିରୋଧ କରି ବଜରଙ୍ଗ ଦଳ କର୍ମୀମାନେ ବାଇକ ରାଲି  ସହ ସହର ପରିକ୍ରମା କରିଥିଲେ। ଅଇଁଠାପାଲି ଡିଅର ପାର୍କ ସହ ବିଭିନ୍ନ ପାର୍କ ବୁଲି ଭାଲେଣ୍ଟାଇନ ଡେ’କୁ ବିରୋଧ କରିଥିଲେ।
ପ୍ରେମ ଦିବସକୁ ବିରୋଧ କରୁଥିବା ସଂଗଠନ ଗୁଡିକୁ ଆଜି ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମହିଳା ସଂଗଠନ ଏଆଇଡିଡବ୍ଲୁଏ ଏହି ବିରୋଧ କରିଛି। ଏମିତିକି ମଲ୍ ଭିତରେ ପ୍ରବେଶ ଉଦ୍ୟମକୁ ମଧ୍ୟ ମହିଳା ସଂଗଠନ  ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କିଛି ଯୁବପିଢୀ ପ୍ରେମ ଦିବସର ବିରୋଧକୁ ନିନ୍ଦା ମଧ୍ୟ କରିଛନ୍ତି। ଏହାଛଡା ପାର୍କ ବନ୍ଦ ଯୋଗୁଁ ପାର୍କକୁ ବୁଲିବାକୁ ଆସିଥିବା କେତେକ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos