ଓଡ଼ିଶାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ପୀୟୂଷ ଗୋୟଲ, ତାଳଚେରରେ ପ୍ରସ୍ତାବିତ ମେଡିକାଲ୍ କଲେଜର ଶିଳାନ୍ୟାସ କରିବେ

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ପୀୟୂଷ ଗୋୟଲ। ଏଠାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଓଡ଼ିଶାରୁ କୋଇଲା ଉତ୍ପାଦନ ବଢ଼ିଛି। ଆଗକୁ ବି ଏହି ଧାରା ଅବ୍ୟାହତ ରଖିବାକୁ ପଦକ୍ଷେପ ନିଆଯିବ। ଆଜି ସେ ଅନୁଗୋଳ ଜିଲ୍ଲାର କଣିହାଁ ଯାଇ ସେଠାରେ ଏନଟିପିସିର ଏକ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ତା’ସହିତ ସେଠାରେ ସେ ଏକ […]

piyush

piyush

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 03:53 PM IST

[caption id="attachment_29154" align="alignleft" width="300"]piyush ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ[/caption]

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ପୀୟୂଷ ଗୋୟଲ। ଏଠାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଓଡ଼ିଶାରୁ କୋଇଲା ଉତ୍ପାଦନ ବଢ଼ିଛି। ଆଗକୁ ବି ଏହି ଧାରା ଅବ୍ୟାହତ ରଖିବାକୁ ପଦକ୍ଷେପ ନିଆଯିବ।

ଆଜି ସେ ଅନୁଗୋଳ ଜିଲ୍ଲାର କଣିହାଁ ଯାଇ ସେଠାରେ ଏନଟିପିସିର ଏକ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ତା’ସହିତ ସେଠାରେ ସେ ଏକ ସ୍କିଲ୍ ଡେଭଲପମେଣ୍ଟ୍ ସେଣ୍ଟରର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଏହାଦ୍ୱାରା ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ସହ ଯୋଡ଼ି ହେବ।

ତା’ ପରେ ମନ୍ତ୍ରୀ ଏମସିଏଲର ଭରତପୁର ଖଣି ଅଞ୍ଚଳ ବୁଲିବା ସହ କଳିଙ୍ଗ ଅନୁଗୋଳ ରେଲୱେ ଲିଙ୍କର ସମୀକ୍ଷା କରିବେ। ସେହିଭଳି ତାଳଚେରରେ ପ୍ରସ୍ତାବିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର- ମେଡିକାଲ କଲେଜ ପାଇଁ ଶିଳାନ୍ୟାସ ଉତ୍ସବରେ ଯୋଗଦେବେ। ସନ୍ଧ୍ୟାରେ ଗୋୟଲ ଭୁବନେଶ୍ୱର ଫେରି ଏଠାରେ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ସହ କୋଇଲା, ଶକ୍ତି, ଅକ୍ଷୟ ଶକ୍ତି ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଏହାପରେ ଶୁକ୍ରବାର ଗୋୟଲ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିବା ସହ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story