- Videos
- Odisha
- ତେଜିଲା ମିଛ ନିଯୁକ୍ତି ମାମଲା: ଆଇଟିଇଆର ମାଲିକଙ୍କୁ ଗିରଫଦାରୀ ଦାବିରେ ଛାତ୍ର କଂଗ୍ରେସର ରାଲି
ତେଜିଲା ମିଛ ନିଯୁକ୍ତି ମାମଲା: ଆଇଟିଇଆର ମାଲିକଙ୍କୁ ଗିରଫଦାରୀ ଦାବିରେ ଛାତ୍ର କଂଗ୍ରେସର ରାଲି
- Published: Saturday, 27 May 2017
- , Updated: 27 May 2017, 01:38 PM IST
<p>ଭୁବନେଶ୍ୱର: ଜାଲ ନିଯୁକ୍ତି ଅଭିଯୋଗ ମାମଲାରେ ଆଇଟିଇଆର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର କଂଗ୍ରେସ୍ ପକ୍ଷରୁ ବାଇକ୍ ରାଲି କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଅଭିମୁଖେ ବାଇକ୍ ରାଲିରେ ଯିବାବେଳେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା।</p>
<p>ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ପିଲାଙ୍କ କ୍ୟାରିୟର ସହ ଖେଳ ଖେଳିଥିବା ଅନୁଷ୍ଠାନର ମାଲିକଙ୍କୁ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି।</p>