ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ଉପକୂଳ ଓଡ଼ିଶାରେ ଆହୁରି ତିନି ଦିନ କୁହୁଡି ପଡିବ। ୨ରୁ ୪ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ସଂଲଗ୍ନ ଜିଲ୍ଲାମାନଙ୍କରେ ଘନ କୁହୁଡି ଲାଗିରହିବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୬ ତାରିଖ ଯାଏ ଓଡ଼ିଶାର ପାଗ ମୁଖ୍ୟତ ସୁଖିଲା ରହିବ। ଡିସେମ୍ୱର ଶେଷ ସପ୍ତାହରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଜାଡର ପ୍ରକୋପ ଏବେ କମିବାରେ ଲାଗିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ […]

kuhudi

Rakesh Mallick
  • Published: Saturday, 02 January 2016
  • , Updated: 02 January 2016, 04:27 AM IST

ଭୁବନେଶ୍ୱର: ରାଜ୍ୟରେ ଉପକୂଳ ଓଡ଼ିଶାରେ ଆହୁରି ତିନି ଦିନ କୁହୁଡି ପଡିବ। ୨ରୁ ୪ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ସଂଲଗ୍ନ ଜିଲ୍ଲାମାନଙ୍କରେ ଘନ କୁହୁଡି ଲାଗିରହିବ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୬ ତାରିଖ ଯାଏ ଓଡ଼ିଶାର ପାଗ ମୁଖ୍ୟତ ସୁଖିଲା ରହିବ। ଡିସେମ୍ୱର ଶେଷ ସପ୍ତାହରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଜାଡର ପ୍ରକୋପ ଏବେ କମିବାରେ ଲାଗିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୮ ଦଶମିକ ୫ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ଭୁବନେଶ୍ୱରରେ ୧୭ ଦଶମିକ ୨ ଡିଗ୍ରୀ ରହିଛି।

Related story