ଭୁବନେଶ୍ୱର : ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ମୃତ

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଆଜି ସକାଳେ ଗ୍ୟାସ ବୋଝେଇ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଟୁଲୁ ଦଳ ବେହେରା। ତାଙ୍କ ଘର ଗଞ୍ଜାମରେ ବୋଲି ଜଣାପଡିଛି। ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସପିଟାଲ ପଠାଯାଇଛି। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।

bike

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 10:22 AM IST

Related story