ପ୍ରଧାନମନ୍ତ୍ରୀ ଆବାସ ବିଲ୍‌ ପାଇଁ ୨୦୦୦ ଟଙ୍କା ଲାଞ୍ଚ!

ଜଳେଶ୍ୱର(ଅଜିତ ଦାସ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହେଉଥିବା ନେଇ ବିରୋଧୀ ବିଜେପି ବାରମ୍ୱାର ଅଭିଯୋଗ କରୁଥିଲା। ଯାହାକୁ ଶାସକ ବିଜେଡି ଖଣ୍ଡନ କରି ଆସୁଥିଲା। ଏବେ କିନ୍ତୁ ଲାଞ୍ଚ ସମ୍ପର୍କିତ ଅଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସତ ପଦାକୁ ଆସିଛି। ବାଲେଶ୍ୱର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍‌ ପାସ ପାଇଁ ୨୦୦୦ ଟଙ୍କା ଲାଞ୍ଚ ମଗାଯାଉଥିବାର ଅଭିଯୋଗ ସମ୍ୱଳିତ ଏକ ଅଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଜଳେଶ୍ୱର ବ୍ଲକ୍‌ […]

jaleswar

jaleswar

Manoranjan Sial
  • Published: Saturday, 09 January 2021
  • Updated: 09 January 2021, 08:30 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହେଉଥିବା ନେଇ ବିରୋଧୀ ବିଜେପି ବାରମ୍ୱାର ଅଭିଯୋଗ କରୁଥିଲା। ଯାହାକୁ ଶାସକ ବିଜେଡି ଖଣ୍ଡନ କରି ଆସୁଥିଲା। ଏବେ କିନ୍ତୁ ଲାଞ୍ଚ ସମ୍ପର୍କିତ ଅଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସତ ପଦାକୁ ଆସିଛି। ବାଲେଶ୍ୱର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍‌ ପାସ ପାଇଁ ୨୦୦୦ ଟଙ୍କା ଲାଞ୍ଚ ମଗାଯାଉଥିବାର ଅଭିଯୋଗ ସମ୍ୱଳିତ ଏକ ଅଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ଜଳେଶ୍ୱର ବ୍ଲକ୍‌ ଡ଼ିପିପୁର ପଞ୍ଚାୟତ ମଞ୍ଜୁରାଣୀ ବିଶ୍ୱାଳଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। କାର୍ଯ୍ୟାଦେଶ ପାଇବା ପରେ ମଞ୍ଜୁରାଣୀ ଘର ନିର୍ମାଣ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଦୁଇଟି କିସ୍ତିରେ ଟଙ୍କା ମିଳିଥିଲା। ଏବେ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଗଲାଣି। ହେଲେ ପରବର୍ତ୍ତୀ ଦୁଇଟି କିସ୍ତି ଟଙ୍କା ମିଳିନାହିଁ। ବକେୟା ଟଙ୍କା ପାଇବା ପାଇଁ ମଞ୍ଜୁରାଣୀଙ୍କ ପୁଅ ଲକ୍ଷ୍ମଣ ବିଶ୍ୱାଳ ସ୍ଥାନୀୟ ବିଡିଓଙ୍କ ପାଖରେ ଗୁହାରୀ କରିଥିଲେ। ଅଭିଯୋଗ ଶୁଣି ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଡିଓ। ହେଲେ ଫାଇନାଲ୍‌ ବିଲ୍‌ ହୋଇନଥିଲା।

ଶେଷରେ ଲକ୍ଷ୍ମଣ ପଞ୍ଚାୟତ ଜିଆର୍‌ଏସ୍‌ ଗୋପାଳ ଘୋଷ ଓ ପିଅନ ଅତୁଲ ପ୍ରଧାନଙ୍କୁ ଭେଟି ବିଲ୍‌ କରିବାକୁ ଅନୁରୋଧ କରିଥିଲେ। ପିଅନଙ୍କ ଉପସ୍ଥିତିରେ ଜିଆର୍‌ଏସ୍‌ ଶ୍ରୀ ଘୋଷ ବିଲ୍‌ ପାସ ପାଇଁ ଲାଞ୍ଚ ବାବଦକୁ ୨୦୦୦ ଟଙ୍କା ଓ ୪୦୦ ଟଙ୍କାର ମୋବାଇଲ୍‌ ରିଚାର୍ଜ କରିବାକୁ କହୁଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି।

ତେବେ ଅତୁଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story