ନୀତୀଶ କୁମାରଙ୍କ ହସ୍ତକ୍ଷେପ ପରେ ବାରିପଦାରୁ ଉଦ୍ଧାର ହେଲେ ଶ୍ରମିକ

ବାରିପଦା(ମାନିକ ଲାଲ ପାଣି): ବାରିପଦାରେ ଫସି ରହିଥିଲେ ବିହାରୀ ଶ୍ରମିକ। ମିଲ୍‌ ମାଲିକ ପ୍ରତାରଣା କରିଥିବାରୁ ସେମାନେ ଘରକୁ ଫେରିପାରୁନଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହସ୍ତକ୍ଷେପ ପରେ ଆଜି ସେମାନେ ବାରିପଦାରୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ଏକ ରାଇସ୍‌ ମିଲ ରହିଛି। ସେଥିରେ ବିହାର ରାଜ୍ୟର ୯ ଜଣ ଶ୍ରମିକ କାମ କରୁଥିଲେ। ତେବେ ବାତ୍ୟା ୟାସ୍‌ ପରେ ମିଲ୍‌ରେ ବିଦ୍ୟୁତ୍ […]

nitish-kumar

nitish-kumar

Manoranjan Sial
  • Published: Wednesday, 09 June 2021
  • Updated: 09 June 2021, 05:39 PM IST

Sports

Latest News

ବାରିପଦା(ମାନିକ ଲାଲ ପାଣି): ବାରିପଦାରେ ଫସି ରହିଥିଲେ ବିହାରୀ ଶ୍ରମିକ। ମିଲ୍‌ ମାଲିକ ପ୍ରତାରଣା କରିଥିବାରୁ ସେମାନେ ଘରକୁ ଫେରିପାରୁନଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହସ୍ତକ୍ଷେପ ପରେ ଆଜି ସେମାନେ ବାରିପଦାରୁ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପରେ ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ଏକ ରାଇସ୍‌ ମିଲ ରହିଛି। ସେଥିରେ ବିହାର ରାଜ୍ୟର ୯ ଜଣ ଶ୍ରମିକ କାମ କରୁଥିଲେ। ତେବେ ବାତ୍ୟା ୟାସ୍‌ ପରେ ମିଲ୍‌ରେ ବିଦ୍ୟୁତ୍ ସେବା କଟିଯାଇଥିଲା। ଦୈନିକ କାମ ହେଉ ନଥିବାରୁ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଚାହିଁଲେ। ମାତ୍ର ମିଲ୍‌ ମାଲିକ ସେମାନଙ୍କୁ ପାଉଣା ଦେବାକୁ ମନା କରିଦେଲେ।

ପ୍ରତାରଣାରେ ଶିକାର ହେବା ପରେ ଶ୍ରମିକମାନେ ଟ୍ୱିଟ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜ୍ୟର ନେତା ସୁଶିଲ ମୋଦିଙ୍କୁ ଟ୍ୟାଗ୍‌ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପର ହୋଇଥିଲା। ଦୁଇ ରାଜ୍ୟର ଶ୍ରମାୟୁକ୍ତ ହସ୍ତକ୍ଷେପ ପରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି।

ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିଛି ମିଲ ମାଲିକ। ମିଲ୍‌ ମାଲିକ ଯଦି ଆଇନ ଉଲ୍ଲଙ୍ଘନ କରିଥିବ, ତାହାହେଲେ ତଦନ୍ତ କରାଯିବ। ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲାରେ ଚାଲିଥିବା ଅନ୍ୟାନ୍ୟ ରାଇସ ମିଲ୍‌ମାନଙ୍କରେ ମଧ୍ୟ ଶ୍ରମ ଆଇନ୍‌ ପାଳନ ହୋଉଛି କି ନା ନାଇଁ ସେ ନେଇ ତଦନ୍ତ କରାଯିବ ବୋଲିଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story