ବିଜେପୁରରେ କଂଗ୍ରେସର ପ୍ରାର୍ଥୀ ହେଲେ ପ୍ରଣୟ ସାହୁ, ରିପୁନାଥ ନିରାଶ

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଦୀର୍ଘ ଦିନର ଟଣାଓଟରା ପରେ ବିଜେପୁର ଉପ ନିର୍ବାଚନ ଲାଗି ପ୍ରାର୍ଥି  ଘୋଷଣା କରିଛି କଂଗ୍ରେସ। ଗାଇସିଲେଟ୍ ବ୍ଲକର ଉପାଧ୍ୟକ୍ଷ ଥିବା ପ୍ରଣୟ ସାହୁଙ୍କ  ନାଁରେ ଆଜି ମୋହର ଲଗାଇଛି AICC।  ବିଜେଡି ଓ ବିଜେପିକୁ କାଉଣ୍ଟର  ପାଇଁ ଦଳ ମୈଦାନକୁ ଆଣିଛି ନୂଆ ଚେହରା । ଆଉ ବିଜେପୁର ମୈଦାନରେ  ତୃତୀୟ ଯୋଦ୍ଧାଙ୍କ ଆବିର୍ଭାବ ପରେ ଉପନିର୍ବାଚନ ଲାଗି ତ୍ରିମୁଖୀ ଲଢ଼େଇ  ଜୋରଦାର ହେବାର ସଙ୍କେତ ମିଳିଛି ।

ସୂଚନାଯୋଗ୍ୟ, ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ନୂଆ କାର୍ଡ ଖେଳି ମୈଦାନକୁ ଆଣିଛି ପ୍ରଣୟଙ୍କୁ। ନାମାଙ୍କନ  ଦାଖଲ ଡେଡଲାଇନର ମାତ୍ର ଦୁଇ ଦିନ ପୂର୍ବରୁ ଗାଇସିଲେଟ ବ୍ଲକର ଉପାଧ୍ୟକ୍ଷ  ପ୍ରଣୟ ସାହୁଙ୍କ ନାଁରେ ମୋହର ମାରିଛି AICC। ବିଜେପୁରରେ କଂଗ୍ରେସର  ପ୍ରାର୍ଥୀ କିଏ ହେବେ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ ନାକେଦମ ହୋଇଥିଲା  ଦଳ। ଏ ମାମଲାରେ ବିଜେଡି ଆଉ ବିଜେପିଠୁ ବ୍ୟାକଫୁଟରେ ରହିଥିଲା  କଂଗ୍ରେସ। ଏପଟେ ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଲାଗି ଫାଇନାଲ  ରାଉଣ୍ଡରେ ଥିଲା ଉଭୟ ପ୍ରଣୟ ଆଉ ରିପୁନାଥଙ୍କ ନାଁ । ହେଲେ ଦଳର ଦୁଇଟି  ଯାକ କମିଟିର ରିପୋର୍ଟ ପ୍ରଣୟ ସାହୁଙ୍କ ସପକ୍ଷରେ ଯାଇଥିଲା । ଆଉ ସେହି  ଆଧାରରେ ହିଁ ପ୍ରଣୟଙ୍କ ଉପରେ ଭରଷା କରିଛି ଦଳ।  ସେପଟେ ପ୍ରଣୟଙ୍କ ନାଁ  ଘୋଷଣା ପରେ ଅନ୍ୟତମ ଦାବିଦାର ଥିବା ରିପୁନାଥଙ୍କ ଆଭିମୁଖ୍ୟ କଣ  ରହିବ ଏବେ ତା ଉପରେ ସମସ୍ତଙ୍କ ନଜର

ଦୁଇ ଦିନ ତଳେ ବିଶାଳ ରୋଡ୍ ସୋ କରି ପ୍ରଭାବଶାଳୀ ଢଙ୍ଗରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେପିର ଅଶୋକ  ପାଣିଗ୍ରାହୀ। ଏପଟେ ଆସନ୍ତାକାଲି ବିଜେପିର ବିଶାଳ ଆୟୋଜନକୁ କାଉଣ୍ଟର  କଲା ଭଳି ବିଜେଡି ବି ରୀତା ସାହୁଙ୍କ ପାଇଁ ସେହିଭଳି କିଛି ଆୟୋଜନ  ଯୋଜନାରେ ରହିଛି । ସେପଟେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଅର୍ଥାତ,  ମଙ୍ଗଳବାର କଂଗ୍ରେସରୁ ପ୍ରଣୟ ସାହୁ ନାମାଙ୍କନ ଦାଖଲ କରିବାକୁ ଯୋଜନା କରାଯାଉଥିବା ଖବର ମିଳିଛି।

Ordigital Desk
• Published: Sunday, 04 February 2018
• Updated: 04 February 2018, 06:57 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos