ମୋଦିଙ୍କ ସଭାରେ ଦିଲୀପ ଓ ବିଜୟ ରହିବେ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କଟକର କିଲ୍ଲା ପଡ଼ିଆରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ। ତାଙ୍କ ସରକାରର ଗତ ୪ ବର୍ଷର ଉପଲବ୍ଧି ଗୁଡ଼ିକୁ ସେ ଦେଶବାସୀଙ୍କ ଆଗରେ ରଖିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ରାଜ୍ୟର କୋଣ ଅନୁକୋଣରୁ କଟକ ଆସିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ନେତା ଆଉ କାର୍ଯ୍ୟକର୍ତ୍ତା। ତେବେ କିଛି ଦିନ ହେଲା ଦଳଠାରୁ ଦୂରେଇ ଦୂରେଇ […]

modi1

modi1

Rakesh Mallick
  • Published: Friday, 25 May 2018
  • Updated: 25 May 2018, 09:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କଟକର କିଲ୍ଲା ପଡ଼ିଆରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ। ତାଙ୍କ ସରକାରର ଗତ ୪ ବର୍ଷର ଉପଲବ୍ଧି ଗୁଡ଼ିକୁ ସେ ଦେଶବାସୀଙ୍କ ଆଗରେ ରଖିବେ ମୋଦି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ରାଜ୍ୟର କୋଣ ଅନୁକୋଣରୁ କଟକ ଆସିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ନେତା ଆଉ କାର୍ଯ୍ୟକର୍ତ୍ତା। ତେବେ କିଛି ଦିନ ହେଲା ଦଳଠାରୁ ଦୂରେଇ ଦୂରେଇ ରହୁଥିବା ବିଧାୟକ ଦିଲ୍ଲୀପ ରାୟ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର କାର୍ଯ୍ୟକ୍ରମକୁ ଆସିବେ ନାଁ ନାହିଁ ତା' ଉପରେ ଅନେକଙ୍କର ନଜର ରହିଛି।

କେହି କେହି କହୁଛନ୍ତି ଉଭୟ ବିଜୟ ଏବଂ ଦିଲ୍ଲୀପ ଦଳଠାରୁ ଦୂରେଇ ରହୁଛନ୍ତି। ଆଉ କେହି କେହି କହୁଛନ୍ତି ଏ ଦୁଇ ନେତାଙ୍କୁ ଦଳ ଅଣଦେଖା କରୁଛି। ବିଜୟ ମହାପାତ୍ର ମହାନଦୀ ପରି ପ୍ରସଙ୍ଗରେ ଏବଂ ଦିଲ୍ଲୀପ ରାୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ପ୍ରଶ୍ନରେ ବିଜେପି ପ୍ରତି ବିରୋଧାତ୍ମକ ସ୍ୱର ରହିଛି ନା ବିଜେପି ସେମାନଙ୍କର ପ୍ରଶ୍ନକୁ ଅଣଦେଖା କରିଛି ସେ ନେଇ ଭିନ୍ନ ଭିନ୍ନ ମତ ରହିଛି।

ତେବେ ଦେଖାଯାଉ ଆସନ୍ତାକାଲି ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ମୋଦିଙ୍କ ସଭାକୁ ଯାଉଛନ୍ତି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story