ବର୍ଷିଲେ ବିଜୟ, କହିଲେ ନିର୍ବାଚନ ହାରିବା ଅହଂକାରର ପ୍ରତିଫଳନ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &ldquo;ଲଙ୍କା ନଷ୍ଟ ହୋଇଥିଲା ଦର୍ପ, ଅଂହକାର ପାଇଁ। ଭାବୁଛି ଏହାର କିଛି ପ୍ରତିଫଳନ ହେଲେ। ଇଶ୍ୱର ସଦ୍&zwnj;ବୁସଦ୍ଧି ଦିଅନ୍ତୁ ସେମାନଙ୍କୁ ଯେଉଁମାନେ ଅହଂକାର ଭିତରେ ଅଛନ୍ତି, ଅନ୍ଧାର ଭିତରେ ଅଛନ୍ତି, ନିଜକୁ ଜାଣିବାରେ ବିଫଳ ହୋଇଛନ୍ତି। ଦଳର ନେତାଙ୍କୁ ଇଶ୍ୱର ସଦ୍&zwnj;ବୁଦ୍ଧି ଦିଅନ୍ତୁ।&rdquo;</p> <p>ବିଜେପୁର ଉପ ନିର୍ବାଚନରେ ବିଜେପିର ପରାଜୟ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ଦଳର&nbsp; ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳର କେତେକ ବରିଷ୍ଠ ନେତାଙ୍କ ଅହଂକାର ଲାଗି ଆଜି ଏମିତି ଢଙ୍ଗରେ ବିଜେପି ଉପନିର୍ବାଚନ ହାରିଗଲା ବୋଲି ସେ ଖୋଲାଖୋଲି କହିଛନ୍ତି। ତେବେ ସେ ବ୍ୟକ୍ତିଗତ ଭାବେ କାହାକୁ ଆକ୍ଷେପ କରୁନାହାନ୍ତି ବରଂ ଦଳର ନେତାଙ୍କୁ ସେ ଏଭଳି ଢଙ୍ଗରେ ସେ ସୁଧୁରିଯିବାକୁ କହିଛନ୍ତି ବୋଲି କୁହାଯାଉଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । କହିଛନ୍ତି, &ldquo;ଆମେ ୪୦,୦୦୦ ଭୋଟ୍&zwnj;ରେ ଜିତିବୁ କହିବା ଅହଂକାରୀ ନା ଜିତିବୁ ବୋଲି ଜନସାଧାରଣଙ୍କୁ କହିବା ଅହଂକାରୀ। ତେଣୁ ସେହି ଅହଂଙ୍କାରୀ ସଂଜ୍ଞାକୁ ନେଇ ମୁଁ ଯିବିନାହିଁ। ଆମେ ହାରିଛୁ କିନ୍ତୁ ମରିନାହୁଁ।&rdquo;</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 10:01 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &ldquo;ଲଙ୍କା ନଷ୍ଟ ହୋଇଥିଲା ଦର୍ପ, ଅଂହକାର ପାଇଁ। ଭାବୁଛି ଏହାର କିଛି ପ୍ରତିଫଳନ ହେଲେ। ଇଶ୍ୱର ସଦ୍&zwnj;ବୁସଦ୍ଧି ଦିଅନ୍ତୁ ସେମାନଙ୍କୁ ଯେଉଁମାନେ ଅହଂକାର ଭିତରେ ଅଛନ୍ତି, ଅନ୍ଧାର ଭିତରେ ଅଛନ୍ତି, ନିଜକୁ ଜାଣିବାରେ ବିଫଳ ହୋଇଛନ୍ତି। ଦଳର ନେତାଙ୍କୁ ଇଶ୍ୱର ସଦ୍&zwnj;ବୁଦ୍ଧି ଦିଅନ୍ତୁ।&rdquo;</p><p>ବିଜେପୁର ଉପ ନିର୍ବାଚନରେ ବିଜେପିର ପରାଜୟ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ଦଳର&nbsp; ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳର କେତେକ ବରିଷ୍ଠ ନେତାଙ୍କ ଅହଂକାର ଲାଗି ଆଜି ଏମିତି ଢଙ୍ଗରେ ବିଜେପି ଉପନିର୍ବାଚନ ହାରିଗଲା ବୋଲି ସେ ଖୋଲାଖୋଲି କହିଛନ୍ତି। ତେବେ ସେ ବ୍ୟକ୍ତିଗତ ଭାବେ କାହାକୁ ଆକ୍ଷେପ କରୁନାହାନ୍ତି ବରଂ ଦଳର ନେତାଙ୍କୁ ସେ ଏଭଳି ଢଙ୍ଗରେ ସେ ସୁଧୁରିଯିବାକୁ କହିଛନ୍ତି ବୋଲି କୁହାଯାଉଛି। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । କହିଛନ୍ତି, &ldquo;ଆମେ ୪୦,୦୦୦ ଭୋଟ୍&zwnj;ରେ ଜିତିବୁ କହିବା ଅହଂକାରୀ ନା ଜିତିବୁ ବୋଲି ଜନସାଧାରଣଙ୍କୁ କହିବା ଅହଂକାରୀ। ତେଣୁ ସେହି ଅହଂଙ୍କାରୀ ସଂଜ୍ଞାକୁ ନେଇ ମୁଁ ଯିବିନାହିଁ। ଆମେ ହାରିଛୁ କିନ୍ତୁ ମରିନାହୁଁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos