ତାରାଙ୍କ ‘ମ୍ୟାଚ୍‌ ଫିକ୍ସିଂ’ବୟାନ ଉପରେ ଜବାବ ଦେଲେ ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ବିଜୟ କହିଛନ୍ତି ଯେ, ପାଟକୁରାରେ ସ୍ୱାଭିମାନର ଲଢ଼େଇ ହେଉଛି। ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ, ତାରା ଏପରି କହୁଛନ୍ତି। ବିଜେଡି ତା’ବାଟରେ ଏବଂ ବିଜେପି ତା’ ବାଟରେ ଲଢୁଛି। କୌଣସି ବିଧାନସଭା ନିର୍ବାଚନରେ ଏମିତି ଫିକ୍ସିଂ ହୁଏ କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ତାରା କହିଥିଲେ […]

42

42

Tapas Behera
  • Published: Sunday, 07 July 2019
  • Updated: 07 July 2019, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ବିଜୟ କହିଛନ୍ତି ଯେ, ପାଟକୁରାରେ ସ୍ୱାଭିମାନର ଲଢ଼େଇ ହେଉଛି। ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ, ତାରା ଏପରି କହୁଛନ୍ତି। ବିଜେଡି ତା’ବାଟରେ ଏବଂ ବିଜେପି ତା’ ବାଟରେ ଲଢୁଛି।

କୌଣସି ବିଧାନସଭା ନିର୍ବାଚନରେ ଏମିତି ଫିକ୍ସିଂ ହୁଏ କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ତାରା କହିଥିଲେ ଯେ, ପାଟକୁରାରେ ବିଜେଡି-ବିଜେପି ଫ୍ରେଣ୍ଡଲି ଲଢୁଛନ୍ତି। ମ୍ୟାଚ ଫିକ୍ସିଂ ହୋଇଛି। ବିଜୟ ମହାପାତ୍ରଙ୍କୁ ବକରା ବନାଯାଇଛି।  ଡ୍ରାମା ଚାଲିଛି। ନବୀନ ଚାହୁଁଛନ୍ତି ବିଜୟ ମହାପାତ୍ର ବିଧାନସଭା ନ ଆସନ୍ତୁ। ସାଧାରଣ ନିର୍ବାଚନରେ ଉଭୟେ ପରସ୍ପର ବିରୋଧରେ କହୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା ବୋଲି ତାରା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story