ବିଜୟ ନାୟକ ହେଲେ ବିଜେଡି ସାଧାରଣ ସମ୍ପାଦକ

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) :ଦଳୀୟ ଟିକେଟରୁ ବଞ୍ଚିତ ବିଜେଡି ନେତା ବିଜୟ ନାୟକଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ଆଜି ନିଯୁକ୍ତି ମିଳିଛି। ତାଙ୍କୁ ଗତ ସପ୍ତାହରେ ବିଜେପୁର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ନାୟକ ଏବେ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଦଳର ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛନ୍ତି। ସେ ବରୀ ବିଧାନସଭା ଆସନରୁ ଦଳୀୟ ଟିକେଟ ଆଶାୟୀ ଥିଲେ।

BIJAY-NAYAK

Tapas Behera
  • Published: Thursday, 11 April 2019
  • , Updated: 11 April 2019, 04:24 PM IST

Related story