ଆଉ ନିର୍ବାଚନ ଲଢ଼ିବି ନାହିଁ: ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଏ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ରାଜନୀତିରେ ମୁଁ ସକ୍ରିୟ ରହିବି। ସଙ୍ଗଠନ କରିବି, ସମାଜସେବା କରିବି ଓ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି। ହେଲେ ଆଉ ନିର୍ବାଚନ ଲଢ଼ିବି ନାହିଁ। ମୁଁ ଏହି ନିଷ୍ପତ୍ତି ହଠାତ୍ ନେଇ ନାହିଁ।  ୨୦୧୪ରେ ନିର୍ବାଚନ ଲଢିବା ସମୟରେ ସମସ୍ତଙ୍କୁ କହିଥିଲି ଏହା ମୋ ଶେଷ ନିର୍ବାଚନ। ମୁଁ ଏହା ପରେ ବିଧାନସଭା କିମ୍ୱା ଲୋକସଭା ପାଇଁ ନିର୍ବାଚନ ଲଢିବି ନାହିଁ।”

[vc_video link="" align="center"]

ସେ ଆହୁରି କହିଛନ୍ତି,“ ସଙ୍ଗଠନର ଯେକୌଣସି କାର୍ଯ୍ୟକ୍ରମ ମୋତେ ଦିଆଯିବ ତାକୁ ମୁଁ ସୂଚାରୁ ରୂପରେ ତୁଲେଇବି। ରାଜନୀତି କରିବା ପାଇଁ ଅନେକ କ୍ଷେତ୍ର ଆମ ପାଇଁ ଖୋଲା ରହିଛି। ଖାଲି ନିର୍ବାଚନରେ ଠିଆ ହୋଇ ଜିତିଗଲେ ସବୁ କିଛି ହୋଇ ପାରିବ, ତାହା ଠିକ୍ ନୁହେଁ। ନିର୍ବାଚନ ଲଢ଼ିବି ନାହିଁ ବୋଲି ୨୦୧୪ ମସିହାରେ ମୁଁ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିଲି।”

Ordigital Desk
• Published: Friday, 14 July 2017
• Updated: 14 July 2017, 09:02 AM IST

Sports

Latest News

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଏ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ରାଜନୀତିରେ ମୁଁ ସକ୍ରିୟ ରହିବି। ସଙ୍ଗଠନ କରିବି, ସମାଜସେବା କରିବି ଓ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି। ହେଲେ ଆଉ ନିର୍ବାଚନ ଲଢ଼ିବି ନାହିଁ। ମୁଁ ଏହି ନିଷ୍ପତ୍ତି ହଠାତ୍ ନେଇ ନାହିଁ।  ୨୦୧୪ରେ ନିର୍ବାଚନ ଲଢିବା ସମୟରେ ସମସ୍ତଙ୍କୁ କହିଥିଲି ଏହା ମୋ ଶେଷ ନିର୍ବାଚନ। ମୁଁ ଏହା ପରେ ବିଧାନସଭା କିମ୍ୱା ଲୋକସଭା ପାଇଁ ନିର୍ବାଚନ ଲଢିବି ନାହିଁ।”

[vc_video link="" align="center"]

ସେ ଆହୁରି କହିଛନ୍ତି,“ ସଙ୍ଗଠନର ଯେକୌଣସି କାର୍ଯ୍ୟକ୍ରମ ମୋତେ ଦିଆଯିବ ତାକୁ ମୁଁ ସୂଚାରୁ ରୂପରେ ତୁଲେଇବି। ରାଜନୀତି କରିବା ପାଇଁ ଅନେକ କ୍ଷେତ୍ର ଆମ ପାଇଁ ଖୋଲା ରହିଛି। ଖାଲି ନିର୍ବାଚନରେ ଠିଆ ହୋଇ ଜିତିଗଲେ ସବୁ କିଛି ହୋଇ ପାରିବ, ତାହା ଠିକ୍ ନୁହେଁ। ନିର୍ବାଚନ ଲଢ଼ିବି ନାହିଁ ବୋଲି ୨୦୧୪ ମସିହାରେ ମୁଁ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos