ଆଜି ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ଏବଂ ସ୍ମୃତି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨ଦିନ ବାକି ଅଛି। ତେଣୁ ଜୋରଦାର ହୋଇଛି କ୍ୟାମ୍ପେନିଂ।  ହାଇଭୋଲଟେଜ୍  ପ୍ରଚାର ପାଇଁ ଆଜି ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଆଜି ପ୍ରଥମେ ବରପାଲି ଯିବେ। ସେଠାରେ ସେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ। ପରେ ଦିନ ସାରା ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ। ପ୍ରଚାର କାର୍ଯ୍ୟକ୍ରମ ସରିବା ପରେ ବରଗଡ଼ ସର୍କିଟ ହାଉସରେ ଆଜି ରାତ୍ରୀଯାପନ କରିବେ  ମୁଖ୍ୟମନ୍ତ୍ରୀ।  ପରେ ଆସନ୍ତାକାଲି ପୁଣି ଗାଈସିଲଟ, ପଦ୍ମପୁର ଓ  ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ନୀର୍ବାଚନୀ ପ୍ରଚାର କରିବେ ନବୀନ।

ନବୀନଙ୍କୁ କାଉଣ୍ଟର କରିବାକୁ ବିଜେପି ପାଇଁ ପ୍ରଚାରର  ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୁତି ଇରାନୀ ଆଜି ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଗାଈସିଲଟ୍ ବ୍ଲକ୍  ଅଞ୍ଚଳରେ ବୁଲି ପ୍ରଚାର କରିବେ। ବିଜେପିର ବିଭିନ୍ନ ନିର୍ବାଚନ ସଭାରେ  ଯୋଗ ଦେଇ ସେ ଅଶୋକଙ୍କ ପାଇଁ ଭୋଟ ମାଗିବେ।

Ordigital Desk
• Published: Tuesday, 20 February 2018
• Updated: 20 February 2018, 07:57 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨ଦିନ ବାକି ଅଛି। ତେଣୁ ଜୋରଦାର ହୋଇଛି କ୍ୟାମ୍ପେନିଂ।  ହାଇଭୋଲଟେଜ୍  ପ୍ରଚାର ପାଇଁ ଆଜି ବିଜେଡି ତରଫରୁ ମୈଦାନକୁ ଓହ୍ଲାଇବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଆଜି ପ୍ରଥମେ ବରପାଲି ଯିବେ। ସେଠାରେ ସେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ। ପରେ ଦିନ ସାରା ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ। ପ୍ରଚାର କାର୍ଯ୍ୟକ୍ରମ ସରିବା ପରେ ବରଗଡ଼ ସର୍କିଟ ହାଉସରେ ଆଜି ରାତ୍ରୀଯାପନ କରିବେ  ମୁଖ୍ୟମନ୍ତ୍ରୀ।  ପରେ ଆସନ୍ତାକାଲି ପୁଣି ଗାଈସିଲଟ, ପଦ୍ମପୁର ଓ  ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ନୀର୍ବାଚନୀ ପ୍ରଚାର କରିବେ ନବୀନ।

ନବୀନଙ୍କୁ କାଉଣ୍ଟର କରିବାକୁ ବିଜେପି ପାଇଁ ପ୍ରଚାରର  ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସ୍ମୁତି ଇରାନୀ ଆଜି ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଗାଈସିଲଟ୍ ବ୍ଲକ୍  ଅଞ୍ଚଳରେ ବୁଲି ପ୍ରଚାର କରିବେ। ବିଜେପିର ବିଭିନ୍ନ ନିର୍ବାଚନ ସଭାରେ  ଯୋଗ ଦେଇ ସେ ଅଶୋକଙ୍କ ପାଇଁ ଭୋଟ ମାଗିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos