ବିଜେପୁରରେ ଜମୁଛି ପ୍ରଚାର

Ordigital Desk
  • Published: Friday, 16 February 2018
  • , Updated: 16 February 2018, 09:19 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର।&nbsp; ପ୍ରଚାର ପାଇଁ ଆଉ ହାତରେ ମାତ୍ର ୬ ଦିନ ରହିଛି। ସେଥିପାଇଁ &nbsp;ଭୋଟରଙ୍କୁ ମନେଇବାକୁ ତିନି ରାଜନୈତିକ ଦଳ ସେମାନଙ୍କ ରଣକୌଶଳ ନେଇ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି।</p> <p>ଗତକାଲି ବିଜେଡି ତରଫରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଅଭିନେତା କୁନା ତ୍ରିପାଠୀ ପ୍ରଚାର କରିଥିଲେ।&nbsp; ଗାଁରେ ଏକ ମିଟିଂ କରି ନବୀନ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ।</p>

Related story