ଭଙ୍ଗାଘରେ କାଳ କାଟୁଛନ୍ତି ବିଜୁବାବୁଙ୍କ ସାରଥୀ ଓ ସହଯୋଗୀ ପୂର୍ବତନ ବିଧାୟକ

ବୌଦ୍ଧ(ଭାର୍ଜନ ପ୍ରଧାନ):ସେ ଥିଲେ କଳିଙ୍ଗ ପୁତ୍ର ବିଜୁବାବୁଙ୍କ ସାରଥୀ। ଏକଦା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡ୍ରାଇଭରରୁ ବିଧାୟକ ସାଜି ବହୁ ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ସେ ପାଲଟିଥିଲେ ଅନ୍ୟତମ ହିରୋ। ହେଲେ ଏବେ କିନ୍ତୁ ବୟସ କଟୁଛି ଦୁର୍ଦ୍ଦିନରେ। ସତେ ଯେମିତି କେଉଁ ଏକ ଅପହଞ୍ଚ ଇଲାକାରେ ସେ ଅଚିହ୍ନା ମଣିଷ ପାଲଟିଯାଇଛନ୍ତି। ସେ ଆଜି ଅଲୋଡ଼ା ଓ ଅଖୋଜା। ବୟସର ଅପରାହ୍ନରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା। ଗୋଡ଼ ହାତ ଅଚଳ […]

p-985

p-985

Tapas Behera
  • Published: Monday, 26 August 2019
  • Updated: 26 August 2019, 07:13 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ):ସେ ଥିଲେ କଳିଙ୍ଗ ପୁତ୍ର ବିଜୁବାବୁଙ୍କ ସାରଥୀ। ଏକଦା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡ୍ରାଇଭରରୁ ବିଧାୟକ ସାଜି ବହୁ ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ସେ ପାଲଟିଥିଲେ ଅନ୍ୟତମ ହିରୋ। ହେଲେ ଏବେ କିନ୍ତୁ ବୟସ କଟୁଛି ଦୁର୍ଦ୍ଦିନରେ। ସତେ ଯେମିତି କେଉଁ ଏକ ଅପହଞ୍ଚ ଇଲାକାରେ ସେ ଅଚିହ୍ନା ମଣିଷ ପାଲଟିଯାଇଛନ୍ତି। ସେ ଆଜି ଅଲୋଡ଼ା ଓ ଅଖୋଜା।

ବୟସର ଅପରାହ୍ନରେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା। ଗୋଡ଼ ହାତ ଅଚଳ ହୋଇଗଲାଣି। ଯେଉଁ ପାଟି ଦିନେ ପ୍ରଭାବୀ ଭାଷଣ ଦେଇ ବିଜୁ ବାବୁଙ୍କୁ ବିମୋହିତ କରିଥିଲା, ସେହି ପାଟିରୁ ଭଲ କରି ଦି’ ପଦ କଥା ବାହାରୁନି। ଅତୀତର ସେହି ସୁବର୍ଣ୍ଣ ମୁହୂର୍ତ୍ତ ସବୁ ବି ତାଙ୍କର ଆଉ ମନେପଡୁନି। ଝାପ୍‌ସା ଝାପ୍‌ସା ସବୁକିଛି। ସମ୍ପତ୍ତି କହିଲେ କେବଳ ଏକମାତ୍ର ପୁଅ। ଆବାସ କହିଲେ କେବଳ ଏକ ପଲିଥିନ୍ ଢଙ୍କା ଯାଇଥିବା ଚାଳଛପର ଘର। ଦୀର୍ଘ ବର୍ଷ ହେଲାଣି, ଏମିତି ଏକ ଭଙ୍ଗାଦଦରା ଘର ଭିତରେ କଟୁଛି ୮୩ ବର୍ଷ ବୟସ୍କ ପ୍ରହଲ୍ଲାଦଙ୍କ ବାକି ଜୀବନ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ପୁଅ ବି ଅସହାୟ। ଏଭଳି ସ୍ଥିତିରେ ଆଡ ଆଖିରେ ବି ଚାହୁନାହାଁନ୍ତି ସରକାର କି ପ୍ରଶାସନ। କେବଳ ଯାହା ମାସକୁ ୧୫ ହଜାର ପେନସନ୍ ଛଡ଼ା ଆଉ କୌଣସି ସମ୍ବଳ ନାହିଁ ତାଙ୍କ ପାଖରେ।

ଏକଦା ଡ୍ରାଇଭିଂ କରି ନିଜର ପେଟ ପୋଷୁଥିଲେ ପ୍ରହଲ୍ଲାଦ ବେହେରା। ଖବରକାଗଜ ପଢ଼ି ଦେଶବିଦେଶର ଖବର ଆହରଣ କରୁଥିଲେ ସେ । ବିଭିନ୍ନ ସମୟରେ ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ବି ଥିଲେ ପ୍ରହଲ୍ଲାଦ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଥିଲେ। ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ନଜର ପଡିଲା । ତା’ପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ ।  ତାହାରି ଭିତରେ ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ ।

ବିଜୁଙ୍କ ଏକ ସଭାରେ ପ୍ରହଲ୍ଲାଦ ସୁଯୋଗ ପାଇଥିଲେ ଭାଷଣ ଦେବାକୁ । ଆଉ ସେଦିନର ସେହି ଚମତ୍କାରୀ ଭାଷଣରେ ପ୍ରଭାବିତ ହୋଇ ପ୍ରହଲ୍ଲାଦଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ କରିଥିଲେ ବିଜୁ ବାବୁ। ୧୯୭୭ରେ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ଫୁଲବାଣୀ ଆସନରେ ବିଜୟ ଲାଭ କରିଥିଲେ ପ୍ରହଲ୍ଲାଦ।

ଆଜି ବିଜୁ ବାବୁ ନାହାଁନ୍ତି କି ପ୍ରହଲ୍ଲାଦଙ୍କ ଶକ୍ତି କି ସାମର୍ଥ୍ୟ ବି ନାହିଁ । ତାଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିଲେ ଲାଗୁଛି ସତେ ଯେମିତି ପ୍ରହଲ୍ଲାଦ ରହିଯାଇଛନ୍ତି କେଉଁ ଏକ ଅପହଞ୍ଚ ଓ ଅଜଣା ରାଇଜରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story