ସେବା-ସମବାୟ ସମିତି କାର୍ଯ୍ୟାଳୟରେ ବିଜୁ ପକ୍କାଘର ପୋଷ୍ଟର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ପକ୍କା ଘର ଯୋଜନାକୁ ନେଇ ଦେଖା ଦେଇଛି ଆଉଏକ ବିବାଦ। ଗାଁ ଗାଁରେ ବିଜୁ ପକ୍କା ପୋଷ୍ଟର ମାରି ବାହାବା ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ଏହାର ଆଉ ଏକ ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ଅଭୟପୁର ସେବା-ସମବାୟ କାର୍ଯ୍ୟାଳୟ ଆଗରେ ବିଜୁ ପକ୍କାଘର ପୋଷ୍ଟର ଲଗାଥିବାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍ ଫଟୋରେ ଲେଖାଯାଇଛି, ତିନି ତାଲା ବିଶିଷ୍ଟ କୋଠାଘର, ଯେଉଁଠି ସେବା-ସମବାୟ […]

biju

biju

Ranjit Kumar Jena
  • Published: Wednesday, 30 December 2020
  • Updated: 30 December 2020, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ପକ୍କା ଘର ଯୋଜନାକୁ ନେଇ ଦେଖା ଦେଇଛି ଆଉଏକ ବିବାଦ। ଗାଁ ଗାଁରେ ବିଜୁ ପକ୍କା ପୋଷ୍ଟର ମାରି ବାହାବା ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ଏହାର ଆଉ ଏକ ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ଅଭୟପୁର ସେବା-ସମବାୟ କାର୍ଯ୍ୟାଳୟ ଆଗରେ ବିଜୁ ପକ୍କାଘର ପୋଷ୍ଟର ଲଗାଥିବାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭାଇରାଲ୍ ଫଟୋରେ ଲେଖାଯାଇଛି, ତିନି ତାଲା ବିଶିଷ୍ଟ କୋଠାଘର, ଯେଉଁଠି ସେବା-ସମବାୟ କାର୍ଯ୍ୟାଳୟ ଭଡ଼ାରେ ଲାଗିଛି। ସେହି ୩ ତାଲା କୋଠାରେ ବିଜୁ ପକ୍କାଘର ପୋଷ୍ଟର ମରାଯାଇଛି। ଏହାର ପାର୍ଶ୍ୱରେ ଏକ ଗରିବ କୁଡ଼ିଆ ରହିଛି। ଯେଉଁଠାରେ କୌଣସି ଗୃହ ଯୋଜନା ନାହିଁ। ଏହି ଫଟୋ ଏବେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/ananta_mahanty/status/1343941135731834880?s=20

https://twitter.com/ananta_mahanty/status/1343941164966191106?s=20

ତେବେ ଏଭଳି ଘଟଣା କିଛି ନୂଆ ନୁହେଁ। ଏହା ପୂର୍ବରୁ କଟକ ସାଲେପୁର ବ୍ଲକ୍ ତ୍ରିଲୋଚନପୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ପକ୍କାଘର କାନ୍ଥରେ ରାଜ୍ୟ ସରକାର ବିଜୁ ପକ୍କାଘର ଲେଖାଥିବା ପୋଷ୍ଟର ମରାଯାଇଥିଲା।

ତ୍ରିଲୋଚନପୁର ଗାଁର ଦୁଇଜଣ ହିତାଧିକାରୀ ଲକ୍ଷ୍ମୀପ୍ରିୟା ନାୟକ ଓ ରମାକାନ୍ତ ନାୟକ ୨୦୧୬/୧୭ରେ ୧ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ପକ୍କାଘର ପାଇଥିଲେ। ହେଲେ ସେମାନଙ୍କ କାନ୍ଥରେ ବ୍ଲକ୍ କର୍ମଚାରୀମାନେ ବିଜୁ ପକ୍କାଘର ଲେଖାଥିବା ପୋଷ୍ଟ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ହିତାଧିକାରୀଙ୍କ ଠାରୁ ଆଧାର କାର୍ଡ, ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ପାସବୁକ୍ କପି ନେଇଥିବା ମଧ୍ୟ ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story