ଅଟୋ ଭିତରେ ପଶିଗଲା ଦ୍ରୁତଗାମୀ ବାଇକ୍‌

କେନ୍ଦୁଝର(ପ୍ରଣୟ ପାଣି): ଦ୍ରୁତ ଗତିରେ ଯାଉଥିବା ବାଇକ୍‌ ସମ୍ମୁଖରେ ଆସୁଥିବା ଅଟୋ ଭିତରେ ପଶି ଯାଇଥିଲା। ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଓସ୍ତପଙ୍ଗା ଗାଁର ବାଇକ ଚାଳକ ବବି ନାଏକ ଓ ଗୋପୀ ମହାରଣା ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିଲେ। ତେବେ ପଣ୍ଡାପଡା ଥାନା ସୁନଟାଙ୍ଗିରି ନିକଟ ଗେଣ୍ଡାଯୋଡିରେ ସମ୍ମୁଖରୁ ଆସୁଥିବା ଅଟୋ ଭିତରେ ପଶି […]

Accident

Accident

Manoranjan Sial
  • Published: Thursday, 27 October 2022
  • Updated: 27 October 2022, 10:01 PM IST

କେନ୍ଦୁଝର(ପ୍ରଣୟ ପାଣି): ଦ୍ରୁତ ଗତିରେ ଯାଉଥିବା ବାଇକ୍‌ ସମ୍ମୁଖରେ ଆସୁଥିବା ଅଟୋ ଭିତରେ ପଶି ଯାଇଥିଲା। ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ଓସ୍ତପଙ୍ଗା ଗାଁର ବାଇକ ଚାଳକ ବବି ନାଏକ ଓ ଗୋପୀ ମହାରଣା ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିଲେ। ତେବେ ପଣ୍ଡାପଡା ଥାନା ସୁନଟାଙ୍ଗିରି ନିକଟ ଗେଣ୍ଡାଯୋଡିରେ ସମ୍ମୁଖରୁ ଆସୁଥିବା ଅଟୋ ଭିତରେ ପଶି ଯାଇଥିଲା ବାଇକ୍‌। ଫଳରେ ବାଇକ୍‌ ଚାଳକ ବବି ନାଏକ ଓ ଅଟୋରେ ବସିଥିବା ବଳଭଦ୍ରପୁର ଗାଁର କାଳନ୍ଦୀ ନାଏକଙ୍କ ମୃତ୍ୟୁ ଘଟିଥିଲା। ଅଟୋରେ ବସିଥିବା ବଳଭଦ୍ରପୁର ଗାଁର ୬ ବର୍ଷର ବାଳକ ଭବାନୀ ନାଏକ, ବାବୁଲୁ ନାଏକ, ବାଇକରେ ଥିବା ଓସ୍ତପଙ୍ଗା ଗ୍ରାମର ଗୋପୀ ମହାରଣା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେହିପରି ପଣ୍ଡାପଡା ଥାନା ଜନ୍ତାରୀ ଗୋନାସିକ ଘାଟିରେ ଭୋଜି ଖାଇ ଫେରୁଥିବା ଏକ ଆଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story