ହାଟରୁ ଫେରୁଥିଲେ ବାପ-ପୁଅ, ଅଧା ରାସ୍ତାରେ ପିଟିଦେଲା କମାଣ୍ଡର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ହାଟ ସାରି ଫେରୁଥିଲେ ବାପା ଓ ଦୁଇ ପୁଅ। ହେଲେ ଅଧା ରାସ୍ତାରେ ପିଟିଦେଲା କମାଣ୍ଡର। ବଡ଼ ପୁଅର ମୃତ୍ୟୁ ଘଟିଥିଲା ବେଳେ ବାପା ଓ ସାନପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଞ୍ଚଳରେ ଘଟିଛି। ହାଟ ସାରି ଚଣାବାଡ ପଞ୍ଚାୟତର କିଟେସ୍ ଗାଁର କର୍ଣ୍ଣ ବେନ୍ୟା (୬୦) ଓ ତାଙ୍କ ଦୁଇ ପୁଅ ରାଜା ଓ ସମିର ବେନ୍ୟା […]

Koraput

Koraput

Manoranjan Sial
  • Published: Friday, 19 August 2022
  • Updated: 19 August 2022, 09:12 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ହାଟ ସାରି ଫେରୁଥିଲେ ବାପା ଓ ଦୁଇ ପୁଅ। ହେଲେ ଅଧା ରାସ୍ତାରେ ପିଟିଦେଲା କମାଣ୍ଡର। ବଡ଼ ପୁଅର ମୃତ୍ୟୁ ଘଟିଥିଲା ବେଳେ ବାପା ଓ ସାନପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଞ୍ଚଳରେ ଘଟିଛି।

ହାଟ ସାରି ଚଣାବାଡ ପଞ୍ଚାୟତର କିଟେସ୍ ଗାଁର କର୍ଣ୍ଣ ବେନ୍ୟା (୬୦) ଓ ତାଙ୍କ ଦୁଇ ପୁଅ ରାଜା ଓ ସମିର ବେନ୍ୟା (୨୩) ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଲତାପୁଟ ଗାଁ ଛକ ନିକଟସ୍ଥ ବୁଲାଣୀ ରାସ୍ତାରେ ସମ୍ମୁଖରୁ ଆସୁଥିବା କମାଣ୍ଡର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ଓ ଦୁଇ ପୁଅ ରାସ୍ତା ପାର୍ଶ୍ୱରେ ଛିଟିକି ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ଦଶମନ୍ତପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ପୁଅ ରାଜାଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ବାପା କର୍ଣ୍ଣ ଓ ସାନପୁଅ ସମିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story