ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍

ସୁନ୍ଦରଗଡ (ବିଜୟ ବରୁଆ): ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜେଣ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ ବେଳେ ଏହି ବାଇକ ଚାଳକ ଜଣକ ଧରାପଡିଥିଲେ । ସେ ମଦ ପିଇ ଗାଡି ଚଳାଇବା […]

biker-fine

Madhupriya Mistry
  • Published: Sunday, 27 December 2020
  • , Updated: 27 December 2020, 01:49 PM IST

ସୁନ୍ଦରଗଡ (ବିଜୟ ବରୁଆ): ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜେଣ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ ବେଳେ ଏହି ବାଇକ ଚାଳକ ଜଣକ ଧରାପଡିଥିଲେ । ସେ ମଦ ପିଇ ଗାଡି ଚଳାଇବା ସହ ପାଖରେ ଡିଏଲ କିମ୍ବା ଗାଡି ଇନସୁରାନ୍ସ ରଖିନଥିବାରୁ ବିଭାଗ ପକ୍ଷରୁ ଏହି ଫାଇନ କରାଯାଇଛି । ବାଇକକୁ ରାଜଗାଙ୍ଗପୁର ଥାନାରେ ଅଟକ ରଖାଯାଇଛି ।

 

Related story