ବାଡ୍‌ ଫ୍ଲୁ! ବଲାଙ୍ଗିରରେ ବି କାଉ ମଡ଼କ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ନୂଆବର୍ଷ। ଏହା ପୂର୍ବରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ସେଥିପାଇଁ ଆଜିଠାରୁ କୁକୁଡ଼ା ମରା ଅଭିଯାନ୍‌ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଆଜି ବଲାଙ୍ଗିର ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। ବାର୍ଡ ଫ୍ଳୁ ଯୋଗୁ ସେଠାରେ କାଉଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ବଲାଙ୍ଗିର ସହରର ତୁଳସୀନଗର ପଡ଼ାରେ କିଛି କାଉ ମରିପଡ଼ିଛନ୍ତି। ମୃତ କାଉଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସା […]

bird-flu-scare-hits-balangir-town-after-reports-of-mass-crow-deaths

Manoranjan Sial
  • Published: Friday, 14 December 2018
  • Updated: 14 December 2018, 06:27 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ନୂଆବର୍ଷ। ଏହା ପୂର୍ବରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ସେଥିପାଇଁ ଆଜିଠାରୁ କୁକୁଡ଼ା ମରା ଅଭିଯାନ୍‌ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଆଜି ବଲାଙ୍ଗିର ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। ବାର୍ଡ ଫ୍ଳୁ ଯୋଗୁ ସେଠାରେ କାଉଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

ବଲାଙ୍ଗିର ସହରର ତୁଳସୀନଗର ପଡ଼ାରେ କିଛି କାଉ ମରିପଡ଼ିଛନ୍ତି। ମୃତ କାଉଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସା ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଚିକିତ୍ସିକ ଶୁଭାଶିଷ ସାମନ୍ତ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ କାଉମାନଙ୍କୁ ଜବତ କରି ପରୀକ୍ଷା ପାଇଁ ଜିଲ୍ଲା ପରୀକ୍ଷାଗାରକୁ ପଠାଯାଇଛି। ତେବେ ଅଧିକ ପରୀକ୍ଷା ପାଇଁ ମୃତ କାଉ ଗୁଡ଼ିକର ନମୂନା କଟକଠାରେ ଥିବା ଏଡିଆର୍‌ଆଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡ଼ିବ। ତଥାପି ଲୋକଙ୍କ ମନରେ ଛନକା ପଶିଯାଇଛି। ବାର୍ଡ଼ ଫ୍ଲୁ ଆଶଙ୍କା କରି ଲୋକେ କୁକୁଡ଼ା ଖାଇବା ବନ୍ଦ କରିଦେଲେଣି। କହିବାକୁ ଗଲେ ନୂଆବର୍ଷ ପାଳନ ଏଥର ଫିକା ପଡ଼ିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story