ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା

କେନ୍ଦ୍ରାପଡ଼ା: ଭିତରକନିକାରେ ପକ୍ଷୀ ସଂଖ୍ୟା ବଢ଼ିଛି।  ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଶେଷ ହେବା ପରେ ଏହା ଜଣାପଡ଼ିଛି। ୬୩୭ଟି ବସାରେ ମୋଟ ୧ଲକ୍ଷ ୪ ହଜାର ୪୯୦ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି।

ଗତବର୍ଷ ଅପେକ୍ଷା ଏବର୍ଷ ପକ୍ଷୀଙ୍କ ସଂଖ୍ୟା ୬୩୭ ବଢିଛି।  ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ଓଡ଼ିଶାରେ ‘କରୋନା’ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ କେମିତି ହେବ? ପଢ଼ନ୍ତୁ ପୂରା ରିପୋର୍ଟ

କ୍ୱାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ

ଚାଲିଗଲେ ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସ

କୋଭିଡ୍ ଯୁଦ୍ଧ ଜିତିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୩ଟି ମନ୍ତ୍ର

ଯୁଦ୍ଧ ଲଢୁ ଲଢୁ ହାରିଗଲେ ସେ, ଆଉ ସରକାର…

ବିଜେପି ବିଧାୟକଙ୍କୁ ‘କରୋନା’

କଟକରେ ସ୍ଥିତି ଭୟଙ୍କର, ନିଆଯିବ ଏହି ସବୁ ପଦକ୍ଷେପ

କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି

ଓଏଏସ ଅଧିକାରୀଙ୍କୁ ପ୍ରେମ ରୋଗ, ପଠାଉଥିଲେ ଅଶ୍ଲୀଳ ଭିଡିଓ

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ