ଜନ୍ମ ମାଟିରେ ଆଜି ସମ୍ପନ୍ନ ହେବ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ବିଜେଡି କାର୍ଯ୍ୟାଳୟ ଓ ବିଧାନସଭାରେ ଶେଷ ଦର୍ଶନ ପରେ ବିଷ୍ଣୁଙ୍କ ମର ଶରୀରକୁ ତାଙ୍କ ଜନ୍ମମାଟି ଜଗତସିଂହପୁର ଅଭିମୁଖେ ନିଆଯାଉଛି। ସୂଚନାଯୋଗ୍ୟ, ଗତକାଲି ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ବିଷ୍ଣୁ ଦାସଙ୍କ ପରଲୋକ ହୋଇଯାଇଥିଲା। ଆଜି ସକାଳେ ତାଙ୍କ ମର ଶରୀରକୁ  ରାଜ୍ୟ ବିଜେଡି କାର୍ଯ୍ୟାଳୟ ଓ ପରେ ବିଧାନସଭା […]

bishnu-2-1

bishnu-2-1

Niharika Rout
  • Published: Tuesday, 07 July 2020
  • Updated: 07 July 2020, 08:11 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଆଜି ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ବିଜେଡି କାର୍ଯ୍ୟାଳୟ ଓ ବିଧାନସଭାରେ ଶେଷ ଦର୍ଶନ ପରେ ବିଷ୍ଣୁଙ୍କ ମର ଶରୀରକୁ ତାଙ୍କ ଜନ୍ମମାଟି ଜଗତସିଂହପୁର ଅଭିମୁଖେ ନିଆଯାଉଛି।

ସୂଚନାଯୋଗ୍ୟ, ଗତକାଲି ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ବିଷ୍ଣୁ ଦାସଙ୍କ ପରଲୋକ ହୋଇଯାଇଥିଲା। ଆଜି ସକାଳେ ତାଙ୍କ ମର ଶରୀରକୁ  ରାଜ୍ୟ ବିଜେଡି କାର୍ଯ୍ୟାଳୟ ଓ ପରେ ବିଧାନସଭା ପରିସରକୁ ନିଆଯାଇଥିଲା।  ସେଠାରେ ଶେଷ ଦର୍ଶନ ପାଇଁ  ବହୁତ ପ୍ରମୁଖ ମନ୍ତ୍ରୀ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ନିଜ ରାଜନୈତିକ କ୍ୟାରିୟରରେ ୬ ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ହୋଇଛନ୍ତି ବିଷ୍ଣୁ ଦାସ । ସେ ଜଗତସିଂହପୁରରୁ ୫ ଥର ଓ ତିର୍ତ୍ତୋଲରୁ ଥର ବିଧାୟକ ହୋଇଥିଲେ । ୨୦୧୬ ମସିହାରେ ସ୍ୱଳ୍ପକାଳ ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ ।  ୨୦୧୭ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ୨୦୦୬ ମସିହାରେ ବିଷ୍ଣୁ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ବିଷ୍ଣୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଧାନସଭା ବାଚସ୍ପତି ସୂଯର୍ୟନାରାୟଣ ପାତ୍ର ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story