ବିଷମକଟକ ବିଇଓ ଅଫିସ୍‌ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣୁପୁର: ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ରାୟଗଡ଼ା ଜିଲ୍ଲା ବିଷମକଟକ ବିଇଓ ଅଫିସ୍‌ କିରାଣୀ ରାଜବାହାଦୂର ଚୌଧୁରୀଙ୍କ ଗୁଣୁପୁର ନୀଳାଦ୍ରିବିହାର ଲେନ୍‌ ଓ ଚାଲକମ୍ୱା ସ୍ଥିତ ବାସ ଭବନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସୁନା, ରୁପା ଓ ପାସ୍‌ବୁକ୍‌ ଜବତ କରିଛି। ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

gunupur

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 09:42 AM IST

ଗୁଣୁପୁର: ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ରାୟଗଡ଼ା ଜିଲ୍ଲା ବିଷମକଟକ ବିଇଓ ଅଫିସ୍‌ କିରାଣୀ ରାଜବାହାଦୂର ଚୌଧୁରୀଙ୍କ ଗୁଣୁପୁର ନୀଳାଦ୍ରିବିହାର ଲେନ୍‌ ଓ ଚାଲକମ୍ୱା ସ୍ଥିତ ବାସ ଭବନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସୁନା, ରୁପା ଓ ପାସ୍‌ବୁକ୍‌ ଜବତ କରିଛି।

ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

Related story