ଓଡ଼ିଶା ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଖେଳାଳି। ଏମାନେ ହେଲେ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ। ଗତ ଜାନୁଆରୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ। ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ […]

photo

Jitendra Garnayak
  • Published: Sunday, 27 January 2019
  • , Updated: 27 January 2019, 01:43 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଖେଳାଳି। ଏମାନେ ହେଲେ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ।

ଗତ ଜାନୁଆରୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ।

ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ ନେପାଳ ଆଦି ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇଥିଲେ।

ବିଶ୍ୱଜିତ୍ ଓ ପ୍ରମୋଦ ଗତକାଲି ଧର୍ମଗଡ଼ରେ ପହଞ୍ଚିବା ପରେ ଆଜି ସେମାନଙ୍କୁ ସାଓଲିନ୍ କୁଂଫୁ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Related story