୩୦ ଜିଲ୍ଲା ପାଇଁ ବିଜେଡି ଘୋଷଣା କଲା ପର୍ଯ୍ୟବେକ୍ଷକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି। ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା  ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦାୟିତ୍ୱ। ଜାଣନ୍ତୁ ଆଉ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି। କଳାହାଣ୍ଡି-ନବ କିଶୋର ଦାସ ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ ବଲାଙ୍ଗିର- ସୁଶାନ୍ତ ସିଂହ ଗଞ୍ଜାମ- ମହେଶ୍ୱର ମହାନ୍ତି ଗଜପତି- ପୂର୍ଣ୍ଣଚନ୍ଦ୍ର […]

bjd-1..

Niharika Rout
  • Published: Friday, 23 August 2019
  • , Updated: 23 August 2019, 02:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି। ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା  ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦାୟିତ୍ୱ। ଜାଣନ୍ତୁ ଆଉ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି।

କଳାହାଣ୍ଡି-ନବ କିଶୋର ଦାସ

ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ

ବଲାଙ୍ଗିର- ସୁଶାନ୍ତ ସିଂହ

ଗଞ୍ଜାମ- ମହେଶ୍ୱର ମହାନ୍ତି

ଗଜପତି- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

କନ୍ଧମାଳ- ବିକ୍ରମ କେଶରୀ ଆରୁଖ

ଢେଙ୍କାନାଳ- ବିଜୟ ନାୟକ

ବୌଦ୍ଧ- କୃତିବାସ ପାତ୍ର

ଅନୁଗୁଳ- ନିରଞ୍ଜନ ପୂଜାରୀ

ସମ୍ବଲପୁର, ଦେବଗଡ଼- ନଳିନୀକାନ୍ତ ପ୍ରଧାନ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

କେନ୍ଦୁଝର- କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ମୟୂରଭଞ୍ଜ- ପ୍ରଣବ ପ୍ରକାଶ ଦାସ

ବାଲେଶ୍ୱର- ପ୍ରତାପ ଜେନା

ଭଦ୍ରକ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଲିକ

ଜଗତସିଂହପୁର- ଦେବାଶିଷ ସାମନ୍ତରାୟ

ପୁରୀ- ପ୍ରଦୀପ କୁମାର ଅମାତ

ଖୋର୍ଦ୍ଧା- ପ୍ରସନ ଆଚାର୍ଯ୍ୟ

ନୂଆପଡ଼ା- ସୌଭାଗ୍ୟ ନାୟକ

କଟକ- ଉଷା ଦେବୀ

ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା

ନୟାଗଡ଼- ଅମର ପ୍ରସାଦ ଶତପଥୀ

ଝାରସୁଗୁଡ଼ା- ପଦ୍ମନାଭ ବେହେରା

ସୁବର୍ଣ୍ଣପୁର- ହାଜି ମହମ୍ମଦ ଆୟୁବ ଖାନ

 

 

 

Related story