ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି। ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦାୟିତ୍ୱ। ଜାଣନ୍ତୁ ଆଉ କେଉଁ ନେତାଙ୍କୁ କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି।
କଳାହାଣ୍ଡି-ନବ କିଶୋର ଦାସ
ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ
ବଲାଙ୍ଗିର- ସୁଶାନ୍ତ ସିଂହ
ଗଞ୍ଜାମ- ମହେଶ୍ୱର ମହାନ୍ତି
ଗଜପତି- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କନ୍ଧମାଳ- ବିକ୍ରମ କେଶରୀ ଆରୁଖ
ଢେଙ୍କାନାଳ- ବିଜୟ ନାୟକ
ବୌଦ୍ଧ- କୃତିବାସ ପାତ୍ର
ଅନୁଗୁଳ- ନିରଞ୍ଜନ ପୂଜାରୀ
ସମ୍ବଲପୁର, ଦେବଗଡ଼- ନଳିନୀକାନ୍ତ ପ୍ରଧାନ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ
କେନ୍ଦୁଝର- କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର
ମୟୂରଭଞ୍ଜ- ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର- ପ୍ରତାପ ଜେନା
ଭଦ୍ରକ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଲିକ
ଜଗତସିଂହପୁର- ଦେବାଶିଷ ସାମନ୍ତରାୟ
ପୁରୀ- ପ୍ରଦୀପ କୁମାର ଅମାତ
ଖୋର୍ଦ୍ଧା- ପ୍ରସନ ଆଚାର୍ଯ୍ୟ
ନୂଆପଡ଼ା- ସୌଭାଗ୍ୟ ନାୟକ
କଟକ- ଉଷା ଦେବୀ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ନୟାଗଡ଼- ଅମର ପ୍ରସାଦ ଶତପଥୀ
ଝାରସୁଗୁଡ଼ା- ପଦ୍ମନାଭ ବେହେରା
ସୁବର୍ଣ୍ଣପୁର- ହାଜି ମହମ୍ମଦ ଆୟୁବ ଖାନ