ପଠାନକୋଟ ଏୟାରବେସର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ବିଜୁ ଜନତା ଦଳ

ଭୁବନେଶ୍ୱର: ପଠାନକୋଟ ଏୟାରବେସରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କୁ ବିଜୁ ଜନତା ଦଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ସୋମବାର ସଂଧ୍ୟାରେ ଭୁବନେଶ୍ୱର ରାମନ୍ଦିରରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ବହୁ ବିଧାୟକ ଏବଂ ବିଜେଡ଼ି ଛାତ୍ର କର୍ମୀମାନେ ସାମିଲ ହୋଇଥିଲେ।  

b

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 06:30 AM IST

Related story