ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କେଉଁ ଲୋକସଭା ଆସନରୁ କିଏ କଟିଲେ

ଭୁବନେଶ୍ୱର (ଓଡ଼ିଶାର ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଚୟନ ନେଇ ୩ ପ୍ରମୁଖ ଦଳ ତଥା କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ କସରତ ଚାଲିଥିବା ବେଳେ ଏକ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଗତ କିଛି ଦିନ ଧରି ଏନେଇ ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଲାଗି ରହିଥିଲା। ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ୯ଟି ଲୋକସଭା ଓ ୫୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ […]

naveen-8

naveen-8

Tapas Behera
  • Published: Monday, 18 March 2019
  • Updated: 18 March 2019, 05:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶାର ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଚୟନ ନେଇ ୩ ପ୍ରମୁଖ ଦଳ ତଥା କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ କସରତ ଚାଲିଥିବା ବେଳେ ଏକ୍ଷେତ୍ରରେ ବିଜେଡି ଆଗୁଆ ରହିଛି। ଗତ କିଛି ଦିନ ଧରି ଏନେଇ ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ଲାଗି ରହିଥିଲା। ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ୯ଟି ଲୋକସଭା ଓ ୫୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ୯ଟି ଯାକ ଲୋକସଭା ଆସନରୁ ଗୋଟିଏ ଆସନକୁ ଛାଡ଼ିଦେଲେ ବାକି ସବୁଠି ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଛି। ତେବେ ୨୦୧୪ରେ ଦଳୀୟ ଟିକେଟରୁ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳରୁ ବିଜୟୀ ହୋଇଥିବା ବଳଭଦ୍ର ମାଝୀ ଦଳ ଛାଡ଼ି ବିଜେପିରେ ମିଶିଥିବା ବେଳେ ଆସ୍କା ଏମପି ଲଡ଼ୁ କିଶୋର ସ୍ୱାଇଁଙ୍କ ପରଲୋକ ଘଟିଛି।

ଅନ୍ୟପଟେ ବାଦ ପଡ଼ିଥିବା ସାଂସଦଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସୁଯୋଗ ମିଳିବକି ନାହିଁ, ତାହା ଜଣାପଡ଼ିନାହିଁ। ତେବେ ଆସନ୍ତୁ ଜାଣିବା, ୨୦୧୪ରେ କେଉଁ ଆସନରେ କିଏ ଥିଲେ ଏବଂ ୨୦୧୯ ପାଇଁ ସେମାନଙ୍କ ସ୍ଥାନରେ କେଉଁ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଗଲା।

କୋରାପୁଟ

ଝିନ୍ନ ହିକକା (୨୦୧୪)

କୌଶଲ୍ୟା ହିକକା (ଝିନ୍ନଙ୍କ ପତ୍ନୀ) (୨୦୧୯)

ନବରଙ୍ଗପୁର

ବଳଭଦ୍ର ମାଝୀ (୨୦୧୪)

ରମେଶଚନ୍ଦ୍ର ମାଝୀ (୨୦୧୯)

ବଲାଙ୍ଗିର

କଳିକେଶ ସିଂହଦେଓ (୨୦୧୪)

କଳିକେଶ ସିଂହଦେଓ (୨୦୧୯)

ବରଗଡ଼

ପ୍ରଭାସ ସିଂହ (୨୦୧୪)

ପ୍ରସନ୍ନ ଆଚାର୍ଯ୍ୟ (୨୦୧୯)

ଆସ୍କା

ଲଡ଼ୁ କିଶୋର ସ୍ୱାଇଁ (୨୦୧୪)

ପ୍ରମିଳା ବିଶୋୟୀ (୨୦୧୯)

କନ୍ଧମାଳ

ପ୍ରତ୍ୟୁଷା ରାଜେଶ୍ୱରୀ (୨୦୧୪)

ଅଚ୍ୟୁତ ସାମନ୍ତ (୨୦୧୯)

କଳାହାଣ୍ଡି

ଅର୍କକେଶରୀ ଦେଓ (୨୦୧୪)

ପୁଷ୍ପେନ୍ଦ୍ର ସିଂହଦେଓ (୨୦୧୯)

ବ୍ରହ୍ମପୁର

ସିଦ୍ଧାନ୍ତ ମହାପାତ୍ର (୨୦୧୪)

ଚନ୍ଦ୍ରଶେଖର ସାହୁ (୨୦୧୯)

ସୁନ୍ଦରଗଡ଼

ଦିଲ୍ଲୀପ ତିର୍କୀ (୨୦୧୪)

ସୁନୀତା ବିଶ୍ୱାଳ (୨୦୧୯)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story