ବିଜେଡି ୱାର୍ଡର ପ୍ରକଳ୍ପ କାଟିଦେଲେ ବିଜେଡି ଲୋକ !

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ଅଞ୍ଚଳରେ ଧୀରେ ଧୀରେ ଶାସକ ବିଜେଡି କଳି ପଦାରେ ପଡୁଛି। ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଛି, ଯେଉଁଥିରୁ ଜଣାପଡୁଛି ଯେ, ବିଜେଡିରେ ଏବେ ଅନେକ ଗୋଷ୍ଠୀ। କିଛି କିଛି ଉଦାହରଣ ସଫା ସଫା ବୁଝାପଡୁଛି, ଆଉ କିଛି ବୁଲେଇ ବଙ୍କେଇ ଲୋକେ ବୁଝୁଛନ୍ତି। ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡା ପଞ୍ଚାୟତର ଗୌଡ଼ବିଶ ଗାଁରୁ। […]

dcd0c022-3c29-430a-b489-8ca5a5ed5b70

dcd0c022-3c29-430a-b489-8ca5a5ed5b70

Ordigital Desk
  • Published: Wednesday, 06 June 2018
  • Updated: 06 June 2018, 08:17 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ଅଞ୍ଚଳରେ ଧୀରେ ଧୀରେ ଶାସକ ବିଜେଡି କଳି ପଦାରେ ପଡୁଛି। ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଛି, ଯେଉଁଥିରୁ ଜଣାପଡୁଛି ଯେ, ବିଜେଡିରେ ଏବେ ଅନେକ ଗୋଷ୍ଠୀ। କିଛି କିଛି ଉଦାହରଣ ସଫା ସଫା ବୁଝାପଡୁଛି, ଆଉ କିଛି ବୁଲେଇ ବଙ୍କେଇ ଲୋକେ ବୁଝୁଛନ୍ତି।

ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡା ପଞ୍ଚାୟତର ଗୌଡ଼ବିଶ ଗାଁରୁ। ଅଭିଯୋଗ କରିଛନ୍ତି ସେହି ଗାଁର ୱାର୍ଡମେମ୍ବର ପ୍ରଦୀପ୍ତ ତରାଇ। ପଞ୍ଚାୟତ ସ୍ତରରେ ରାଜନୈତିକ ଦଳ ଓ ଚିହ୍ନର ବ୍ୟବହାର ନଥିଲେ ବି, ରାଜନୈତିକ ଦଳ ଗୁଡ଼ିକର ପ୍ରଭାବରେ ସିଧାସଳଖ ଏଠି ଚାଲିଛି ଶାସନ। ଏ କଥା ସମସ୍ତେ ଜାଣନ୍ତି। ସେହି ଅନୁଯାୟୀ, ପ୍ରଦୀପ୍ତ ହେଉଛନ୍ତି ଶାସକ ବିଜେଡିର ଜଣେ ସମର୍ଥକ। କିନ୍ତୁ ସେ ହିଁ ସାଂଘାତିକ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ବିରୋଧରେ। ସେ କହିଛନ୍ତି, ତାଙ୍କ ୱାର୍ଡ ବା ଗାଁକୁ ଜାଣିଶୁଣି ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି। ନିକଟରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ତାଲିକାକୁ ତାଙ୍କ ଗାଁକୁ କାଟି ଦିଆଯାଇଛି।

[caption id="attachment_242830" align="aligncenter" width="840"] ଅଭିଯୋଗକାରୀ ୱାର୍ଡମେମ୍ବର ପ୍ରଦୀପ୍ତ ତରାଇ[/caption]

ପ୍ରଶ୍ନ ଉଠୁଛି ଗୌଡ଼ବିଶି ଗାଁକୁ କାଟିଲା କିଏ? ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ଏବେ ବିଜେଡିର ହିଁ ରାଜୁତି ଚାଲିଛି। ଯେଉଁ କମିଟି ତାଲିକା ପ୍ରସ୍ତୁତ କରିଥାଏ, ସେଠି ସମସ୍ତେ ବିଜେଡିର ଲୋକ। ତେଣୁ ପ୍ରଦୀପ୍ତଙ୍କ ଅଭିଯୋଗ ସେହି ବିଜେଡି ନେତାଙ୍କ ବିରୋଧରେ। ସେ କହିଛନ୍ତି, ସେ ଅନ୍ୟ ଦଳର ସମର୍ଥକ ବୋଲି ବିଚାର କରି କିଛି ବିଜେଡି ନେତା ତାଙ୍କ ୱାର୍ଡ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ଏହାକୁ ନେଇ ଏବେ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ବିଜେଡି ଭିତରେ କନ୍ଦଳ ଚାଲିଛି।

ଏହି ଅଭିଯୋଗ କରି ପ୍ରଦୀପ୍ତ ଓ ତାଙ୍କ ୱାର୍ଡର ଲୋକମାନେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଘେରାଉ କରିଥିଲେ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିଜିଓ କହିଛନ୍ତି, ଅଭିଯୋଗ ପାଇଛି, କଣ କରାଯାଇ ପାରିବ ତାହା ଦେଖିବେ। ତେବେ ନିଜ ଦଳର ନେତାଙ୍କ ବିରୋଧରେ ବାହାରିବା ହୁଏତ ୱାର୍ଡମେମ୍ବର ପ୍ରଦୀପ୍ତଙ୍କ ପାଇଁ କାଳ ହୋଇପାରେ। ଆଗାମୀ ଦିନରେ ବିଜେଡି ନେତାମାନେ ତାଙ୍କ ପ୍ରତି କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story