ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସାର୍ଟ ଓ ଶାଢ଼ୀ ବାଣ୍ଟିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ଯୁବ ଓ ଛାତ୍ର କର୍ମକର୍ତ୍ତାମାନଙ୍କୁ ସାର୍ଟ ଓ ଶାଢ଼ୀ କିଣିବା ପାଇଁ ଅର୍ଥରାଶି ପ୍ରଦାନ କରିଛି। ରାଜ୍ୟରେ ଲକ୍ଷ ଲକ୍ଷ ଯୁବବର୍ଗ ଏବେ କର୍ମନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ଶାସକ ବିଜେଡି ପକ୍ଷରୁ ସାର୍ଟ ଓ ଶାଢ଼ୀ ପାଇଁ ୨ରୁ ୩ହଜାର ଟଙ୍କା ଦିଆଯାଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦଳର ଯୁବ ଶାଖାର ରାଜ୍ୟ […]

bjd

bjd

Tapas Behera
  • Published: Thursday, 17 December 2020
  • Updated: 17 December 2020, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ଯୁବ ଓ ଛାତ୍ର କର୍ମକର୍ତ୍ତାମାନଙ୍କୁ ସାର୍ଟ ଓ ଶାଢ଼ୀ କିଣିବା ପାଇଁ ଅର୍ଥରାଶି ପ୍ରଦାନ କରିଛି। ରାଜ୍ୟରେ ଲକ୍ଷ ଲକ୍ଷ ଯୁବବର୍ଗ ଏବେ କର୍ମନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ଶାସକ ବିଜେଡି ପକ୍ଷରୁ ସାର୍ଟ ଓ ଶାଢ଼ୀ ପାଇଁ ୨ରୁ ୩ହଜାର ଟଙ୍କା ଦିଆଯାଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦଳର ଯୁବ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଥିବାବେଳେ ୨୩ତାରିଖରେ ଛାତ୍ର ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବସିବ। ଦଳର ଯୁବ ଓ ଛାତ୍ର ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଛି। ଯୁବ ଓ ଛାତ୍ର ଶାଖାର ପୁରୁଷ କର୍ମକର୍ତ୍ତାଙ୍କୁ ସାର୍ଟ କିଣିବା ପାଇଁ ୨ହଜାର ଓ ନେତ୍ରୀମାନଙ୍କୁ ଶାଢ଼ୀ କିଣିବା ନିମନ୍ତେ ୩ହଜାର ଟଙ୍କା ଦିଆଯାଇଛି। ସମସ୍ତଙ୍କୁ ଠିକ୍ ଭାବେ ମାର୍ଜିତ ଡ୍ରେସ୍ ପିନ୍ଧି କାର୍ଯ୍ୟକାରିଣୀକୁ ଆସିବା ପାଇଁ ତାଗିଦ୍ କରାଯାଇଛି।
ସେହିପରି ଦଳର ରାଜ୍ୟ କାର୍ଯ୍ୟକାରିଣୀ ୨୦ ଓ  ରାଜ୍ୟ ପରିଷଦ ବୈଠକ ୨୧ତାରିଖରେ ବସିବାର ଥିବାବେଳେ ସେଠାରେ ପଞ୍ଜିକରଣ ଦାୟିତ୍ୱ ଯୁବ ଓ ଛାତ୍ର ଶାଖାର ନେତ୍ରୀମାନଙ୍କୁ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ବିଜେଡିର ଯୁବ ଶାଖା କାର୍ଯ୍ୟକାରିଣୀରେ ୧୧୦ଜଣ କର୍ମକର୍ତ୍ତା ଥିବାବେଳେ ୩୩ଜଣ ଜିଲ୍ଲା ସଭାପତି ଅଛନ୍ତି। ସେହିପରି ଛାତ୍ର ଶାଖାରେ ମଧ୍ୟ ୧୫୦ରୁ ଅଧିକ କର୍ମକର୍ତ୍ତା ରହିଛନ୍ତି। ସମସ୍ତ କର୍ମକର୍ତ୍ତାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story