୨ ସାଂସଦ ଓ ୬ ବିଧାୟକଙ୍କୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଅନ୍ୟ ଦଳରେ ଯୋଗ ଦେଇଥିବା ୧୬ଜଣ ବିଜେଡି ନେତାଙ୍କ ବିରୋଧରେ ଆଜି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ନେତାମାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି ଓ ଏମାନଙ୍କ ମଧ୍ୟରେ ଏବେ ୨ଜଣ ସାଂସଦ ଥିବାବେଳେ ୬ଜଣ ବିଧାୟକ ଅଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି […]

bjd

bjd

Manoranjan Sial
  • Published: Monday, 15 April 2019
  • Updated: 15 April 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଅନ୍ୟ ଦଳରେ ଯୋଗ ଦେଇଥିବା ୧୬ଜଣ ବିଜେଡି ନେତାଙ୍କ ବିରୋଧରେ ଆଜି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ନେତାମାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି ଓ ଏମାନଙ୍କ ମଧ୍ୟରେ ଏବେ ୨ଜଣ ସାଂସଦ ଥିବାବେଳେ ୬ଜଣ ବିଧାୟକ ଅଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଏହି ୧୬ଜଣ ନେତାଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି। ସେମାନେ ହେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ରବି ପାଣି, ଅର୍ଜୁନ ଚରଣ ସେଠୀ, ଅଭିମନ୍ୟୁ ସେଠୀ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, କେ ନାରାୟଣ ରାଓ, ପୂର୍ଣ୍ଣଚନ୍ଦ୍ର ନାୟକ, ବାସନ୍ତୀ ମଲ୍ଲିକ, ନିରଞ୍ଜନ ପ୍ରଧାନ, କାଶୀନାଥ ମଲ୍ଲିକ, ଦେବରାଜ ମହାନ୍ତି, ବାବୁ ସିଂ, ଲକ୍ଷ୍ମଣ ଟୁଡୁ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଜୟନ୍ତ ଷଡ଼ଙ୍ଗୀ ଓ କୁସୁମ ଟେଟେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story