ମୁଖ୍ୟ ରାସ୍ତାରେ ଝୁଲୁଛି ବିଜେଡ଼ି ପତାକା: ଗଲା ଆଇଲା ଲୋକଙ୍କ ମୁହଁରେ ବାଜୁଛି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦଳୀୟ କାର୍ଯ୍ୟକ୍ରମ ପାଇଁ କର୍ମୀମାନେ ସାରା ସହରରେ ଟାଙ୍ଗିଥିଲେ ଦଳର ପତାକା। କାର୍ଯ୍ୟକ୍ରମ ସରିଗଲା, କିନ୍ତୁ ପତାକା ସେମିତି ଝୁଲୁଛି। ବାଟରେ ଯିବା ଆସିବା କରୁଥିବା ଲୋକଙ୍କ ମୁହଁରେ ବାଜୁଛି। କିନ୍ତୁ ସରକାରୀ ଦଳ ବୋଲି କେହି କିଛି କହିପାରୁ ନାହାଁନ୍ତି। ଏମିତି ସ୍ଥିତି ସୃଷ୍ଟି ହୋଇଛି ସିଲ୍‌କ ସିଟି ବ୍ରହ୍ମପୁରରେ। ସହରରେ ବିଭିନ୍ନ ସମୟରେ ବିଜେଡିର ବଡ଼ ବଡ଼ କାର୍ଯ୍ୟକ୍ରମ ହେଉଛି। ଭୋଟରଙ୍କୁ ଦେଖେଇ ହେବାକୁ ଦଳର ବଡ଼ ବଡ଼ ପତାକା […]

24171592_1719247768107819_2085539806_n

24171592_1719247768107819_2085539806_n

Ordigital Desk
  • Published: Wednesday, 29 November 2017
  • Updated: 29 November 2017, 07:47 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦଳୀୟ କାର୍ଯ୍ୟକ୍ରମ ପାଇଁ କର୍ମୀମାନେ ସାରା ସହରରେ ଟାଙ୍ଗିଥିଲେ ଦଳର ପତାକା। କାର୍ଯ୍ୟକ୍ରମ ସରିଗଲା, କିନ୍ତୁ ପତାକା ସେମିତି ଝୁଲୁଛି। ବାଟରେ ଯିବା ଆସିବା କରୁଥିବା ଲୋକଙ୍କ ମୁହଁରେ ବାଜୁଛି। କିନ୍ତୁ ସରକାରୀ ଦଳ ବୋଲି କେହି କିଛି କହିପାରୁ ନାହାଁନ୍ତି। ଏମିତି ସ୍ଥିତି ସୃଷ୍ଟି ହୋଇଛି ସିଲ୍‌କ ସିଟି ବ୍ରହ୍ମପୁରରେ।

ସହରରେ ବିଭିନ୍ନ ସମୟରେ ବିଜେଡିର ବଡ଼ ବଡ଼ କାର୍ଯ୍ୟକ୍ରମ ହେଉଛି। ଭୋଟରଙ୍କୁ ଦେଖେଇ ହେବାକୁ ଦଳର ବଡ଼ ବଡ଼ ପତାକା ସହରର ମୁଖ୍ୟ ରାସ୍ତାରେ ଟଙ୍ଗା ଯାଇଥିଲା। କିନ୍ତୁ ସେ ପତାକା ଆଉ କଢ଼ା ଯାଇନି। ଏବେ ରାସ୍ତା କଡ଼ରେ ଲାଗିଥିବା ବିଜୁ ଜନତା ଦଳର ଏ ସବୁ ପତାକା ଗୁଡ଼ିକୁ ହଟାଇବା ପାଇଁ ଦାବି ଉଠିଛି। ଦଳୀୟ କାର୍ଯ୍ୟକ୍ରମ ସମୟରେ ଏହି ପତାକା ଗୁଡ଼ିକ ଲଗା ଯାଇଥିବା ବେଳେ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟ ସେଗୁଡ଼ିକ ସେମିତି ଲାଗି ରହିଛି। ରାସ୍ତାରେ ଯାତାୟାତ ସେ ସବୁ ଉଡ଼ି ଲୋକଙ୍କ ଦେହରେ ବାଜୁଛି। ଫଳ ସ୍ୱରୂପ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଲୋକମାନେ ମଧ୍ୟ ଖଣ୍ଡିଆ ଖାବରା ହେଉଥିବାର ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯାନୁଷ୍ଠାନ ଦାବିରେ ଏକ ଅଭିଯୋଗ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ନାରୀନେତ୍ରୀ ସୁବାସିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦାନ କରା ଯାଇଛି। ଏବେ ଦେଖିବାକୁ ବାକି, ଜିଲ୍ଲାପାଳ ମହୋଦୟ ଏ ବାବଦରେ କି ପଦକ୍ଷେପ ନେଉଛନ୍ତି। ନା ସରକାରୀ ଦଳର ଚାପରେ ଚୁପ୍ ବସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story