ବିଜେଡିକୁ ମିଳିଲାନି ଛାତ୍ର ମୁଖିଆ, ରାଜ୍ୟ କମିଟିରେ ୧୪୧

141 in the state committee

BJD0

BJD0

Manoranjan Sial
  • Published: Friday, 25 September 2020
  • Updated: 25 September 2020, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ର ବିଜେଡିର ପୁର୍ନଗଠନ ହୋଇଛି ଓ ରାଜ୍ୟ କମିଟିରେ ୧୪୧ଜଣ ଛାତ୍ରନେତାଙ୍କୁ ସାମିଲ କରାଯାଇଛି। ତେବେ ଯୁବ ବିଜେଡି ଭଳି ଛାତ୍ର ବିଜେଡିର ମୁଖିଆ ଭାବେ କାହାରିକୁ ଦାୟିତ୍ୱ ମିଳିନାହିଁ। ଦଳର ଯୁବ ଓ ଛାତ୍ର ଚେହେରା(ସଂଗଠନର ମୁଖିଆ) ଭାବେ ପରୋକ୍ଷରେ ଯଥାକ୍ରମେ ଦୁଇ ବିବାଦୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟ ଦାୟିତ୍ୱ ତୁଲାଇବେ ବୋଲି ସନ୍ଦେଶ ଦିଆଯାଇଛି। ବିଜେଡିରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଭାବ ବୃଦ୍ଧି ନିମନ୍ତେ ଉଦ୍ଦେଶ୍ୟମୂଳକ ଭାବେ ଦଳର ଦୁଇ ଛାମୁଆ ସଂଗଠନ (ଯୁବ ଓ ଛାତ୍ର)ର ମୁଖିଆ ଭାବେ କାହାରିକୁ ଅବସ୍ଥାପିତ କରାଯାଇନଥିବା ଦଳୀୟ ମହଲରେ ଚର୍ଚ୍ଚା।

ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶରାଜ ସ୍ୱାଇଁ, ମହାସଚିବ ପଦବୀରେ ଇପସିତା ସାହୁ, ବରିଷ୍ଠ ଉପସଭାପତି ଭାବେ ଅଜିତ୍ ବେହେରା, ବିଶ୍ୱପ୍ରତାପ ସାହୁ ଓ ସ୍ୱାଗତିକା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି। ସେହିପରି ୬ଟି ଜୋନର ସଭାପତି ଭାବେ ଭୁବନେଶ୍ୱର-ଭଗବାନ ସାହୁ, କଟକ-ସ୍ମୃତିରଞ୍ଜନ ଦାସ,ଗଞ୍ଜାମ-ଜ୍ୟୋତିରଞ୍ଜନ ସାହୁ, ସମ୍ବଲପୁର-ମିଲନ ହୋତା, ବଲାଙ୍ଗିର- ଚିରାଗ ସିଂହଦେଓ ଓ କୋରାପୁଟ-ଶିବରାଜ ଖଣ୍ଡପାଣିଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ୧୧ଜଣଙ୍କୁ ଛାତ୍ର ଉପସଭାପତି ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ଅପୂର୍ବା ଅପରୂପା, ବୈଶାଖୀ ନନ୍ଦ,ସ୍ଥିତପ୍ରଜ୍ଞା ଦାସ,ଅବିନାଶ ପଟେଲ, କମଳାଜ୍ୟୋତି ଦାସ, ଚିନ୍ମୟ ଦାସ, ପ୍ରଦୋଷ ପରିଡ଼ା, ବିଜୟ ବସନ୍ତିଆ, ଶିବବ୍ରତ ନାୟକ, ଭବାନୀ ଶଙ୍କର ସାହୁ ଓ ଭବାନୀ ଶଙ୍କର ଦାସଙ୍କୁ ନିଯୁକ୍ତି ମିଳିଛି।

ସେହିପରି ସାଧାରଣ ସମ୍ପାଦକ ଭାବେ ୪୦ଜଣ, ସମ୍ପାଦକ ଭାବେ ୪୪ଜଣ ଓ ଯୁଗ୍ମ ସମ୍ପାଦକ ଭାବେ ୩୩ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ୩୨ଟି ସାଂଗଠନିକ ଜିଲ୍ଲାରେ ଛାତ୍ର ସଭାପତିଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ବିଧାନସଭା ଉପନିର୍ବାଚନରେ ବିଭ୍ରାଟ ଆଶଙ୍କା କରି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସାଧାରଣ ନିର୍ବାଚନରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ଆଣିଥିବା ସତ୍ତ୍ୱେ ଦଳ ଏବେ ଗୋଷ୍ଠୀକନ୍ଦଳ ଭୟରେ ସଂଗଠନରେ ଅଧିକ ସଂଖ୍ୟକ ନେତାଙ୍କୁ ସାମିଲ କରିବାକୁ ବାଧ୍ୟ ହେଉଛି। ନୂଆ ନୂଆ ପଦବୀ ସୃଷ୍ଟି କରିବାକୁ ବି ପଛାଉ ନାହିଁ। ଯାହାକି ଦଳୀୟ ସୁପ୍ରିମୋଙ୍କ କତ୍ତୃତ୍ୱ ଦଳ ଉପରୁ ଖସୁଥିବାର ସ୍ପଷ୍ଟ ଆଭାସ ଦେଉଛି। ମୁଖ୍ୟ ସଂଗଠନଠୁ ଆରମ୍ଭ କରି ଛାମୁଆ ସଂଗଠନ ପର୍ଯ୍ୟନ୍ତ ସବୁଥିରେ ଶତାଧିକ ନେତାଙ୍କୁ ଥଇଥାନ କରାଯାଉଛି। ଦଳର ଯୁବ ଓ ଛାତ୍ର ସଂଗଠନ ଭଳି ମହିଳା ୱିଙ୍ଗକୁ ମଧ୍ୟ ମୁଖିଆବିହୀନ କରିବାକୁ ନିଷ୍ପତ୍ତି ହୋଇଛି। ଦକ୍ଷ ସଂଗଠକମାନଙ୍କୁ ଅଣଦେଖା କରି ଏଭଳି ବିଶାଳ କମିଟି ଗଠନ କରାଯାଇଛି। ଯାହାମାଧ୍ୟମରେ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏବେଠୁ ଦଳୀୟ ସଂଗଠନକୁ ଦଳର ହାଇଜ୍ୟାକ୍ କରିବାକୁ ସୁଚିନ୍ତିତ ରଣନୀତି ଆଧାରରେ କାମ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story