ବିଜୁ ଜୟନ୍ତୀରେ ନିଜ ସଫଳତା ବଖାଣିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ରହିଥିବା ବେଳେ ବିଜେଡି ସରକାର ନିଜର ସଫଳତା ବଖାଣିବାକୁ ରଣନୀତି ପ୍ରସ୍ତୁତ କରିଛି। ଆସନ୍ତାକାଲି ବିଜୁ ଜୟନ୍ତୀ ଅବସରରେ ରାଜ୍ୟ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏହି ବୈଠକ ପରେ ବିଜେଡି ସରକାର ନିଜର ସଫଳତାର ଲମ୍ବା ତାଲିକା ଗଣମାଧ୍ୟମ ଜରିଆରେ ଲୋକଙ୍କ ଆଗରେ ରଖିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଅପରାହ୍ନ ୪ଟା ୧୫ମିନିଟରେ […]

bjd

bjd

Manoranjan Sial
  • Published: Monday, 04 March 2019
  • Updated: 04 March 2019, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ରହିଥିବା ବେଳେ ବିଜେଡି ସରକାର ନିଜର ସଫଳତା ବଖାଣିବାକୁ ରଣନୀତି ପ୍ରସ୍ତୁତ କରିଛି। ଆସନ୍ତାକାଲି ବିଜୁ ଜୟନ୍ତୀ ଅବସରରେ ରାଜ୍ୟ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏହି ବୈଠକ ପରେ ବିଜେଡି ସରକାର ନିଜର ସଫଳତାର ଲମ୍ବା ତାଲିକା ଗଣମାଧ୍ୟମ ଜରିଆରେ ଲୋକଙ୍କ ଆଗରେ ରଖିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଅପରାହ୍ନ ୪ଟା ୧୫ମିନିଟରେ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜୟୀ ହେବାପରେ ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ସେହି ଦିନ ହିଁ ମନ୍ତ୍ରିପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡାକି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନରେ ତାଙ୍କ ଦଳ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ଭାବେ ଅନୁମୋଦନ କରାଇଥିଲେ। ଆଉ ଏହି ନିର୍ବାଚନୀ ଇସ୍ତାହାର ମଧ୍ୟରୁ କେତେ ପୂରଣ ହୋଇଛି ତା’ର ଚିଠା ତାଲିକା ବିଜେଡି ସରକାର ରଖିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story