ବିଜେଡି ସଂଖ୍ୟାଲଘୁ ସେଲ୍‌ର ଇଫ୍‌ତାର ପାର୍ଟିରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ରମଜାନ୍‌ ଅବସରରେ ବିଜେଡ଼ି ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ଆୟୋଜିତ ଇଫ୍‌ତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ଇଦ୍‌ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାଂସଦ, ମନ୍ତ୍ରୀ ଓ ବିଧାୟକ ଯୋଗଦେଇଥିଲେ। ଏଥିରେ ବହୁ ସଂଖ୍ୟକ ମୁସଲିମ୍‌ ଭାଇ ଓ ଭଉଣୀମାନେ ଯୋଗ ଦେଇ ସମୂହ ପ୍ରାର୍ଥନା କରିବା ପରେ ଫଳମୂଳ ଭୋଜନ କରି ରୋଜା ଭାଙ୍ଗିଥିଲେ।

iftar

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 04:46 PM IST

Related story