ଯାହା କଂଗ୍ରେସ କରିଥିଲା, ତାହା ବିଜେଡି କରୁଛି: ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କଂଗ୍ରେସ ଗରିବୀ ଓ ଏହାକୁ ନେଇ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ନିଜର ରାଜନୀତିକ ଲାଭ ଉଦ୍ଦେଶ୍ୟରେ ବ୍ୟବହାର କରିଛି। ଦଲାଲଙ୍କୁ ଲାଭ ପହଞ୍ଚାଇବା ପାଇଁ ଗରିବ ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହା ଦ୍ୱାରା ଗରିବୀ ହଟେ ନାହିଁ। ଆଉ କଂଗ୍ରେସ ଯାହା କରିଥିଲା, ତାହା ବିଜେଡି କରୁଛି।” ଆଜି ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଏମିତି ଢଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ,“କଂଗ୍ରେସ […]

modi

modi

Tapaswini Nayak
  • Published: Saturday, 06 April 2019
  • Updated: 06 April 2019, 03:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କଂଗ୍ରେସ ଗରିବୀ ଓ ଏହାକୁ ନେଇ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ନିଜର ରାଜନୀତିକ ଲାଭ ଉଦ୍ଦେଶ୍ୟରେ ବ୍ୟବହାର କରିଛି। ଦଲାଲଙ୍କୁ ଲାଭ ପହଞ୍ଚାଇବା ପାଇଁ ଗରିବ ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହା ଦ୍ୱାରା ଗରିବୀ ହଟେ ନାହିଁ। ଆଉ କଂଗ୍ରେସ ଯାହା କରିଥିଲା, ତାହା ବିଜେଡି କରୁଛି।”

ଆଜି ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଏମିତି ଢଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଥିଲେ,“କଂଗ୍ରେସ ଏବେ ଖୋଲାଖୋଲି କହୁଛି ଯେ ଦେଶର ମଧ୍ୟମ ବର୍ଗର ଲୋକେ ସ୍ୱାର୍ଥପର। ସେମାନେ କେବଳ ନିଜ କଥା ଚିନ୍ତା କରନ୍ତି। ସେମାନଙ୍କ ଉପରେ ଟିକସ ବସା ଯିବା ଜରୁରୀ। ଆପଣମାନେ କୁହନ୍ତୁ, ଦେଶର ମଧ୍ୟମ ବର୍ଗର ଅଣ୍ଟା ଭାଙ୍ଗି ଦେଶର ଉନ୍ନତି କରି ହେବ? ଗରିବଙ୍କ ହକ୍ ଛଡ଼ାଇ ନେଉଥିବା ଲୋକଙ୍କୁ ଆପଣ ଆଉ ଥରେ ମଉକା ଦେବେ କି?”

ସେହିପରି ବିଜେଡି ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଥିଲେ,"ଏଠି ଭେଦଭାବର ସରକାର ଚାଲିଛି। କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦିଆଯାଉ ନାହିଁ। ଯାହାଙ୍କୁ ଆପଣ ୧୯ ବର୍ଷ ହେଲାଣି ଭରସା କରି ଭୋଟ୍ ଦେଇଛନ୍ତି, ସେ ଏ ଅଞ୍ଚଳ ପାଇଁ କ’ଣ କରିଛନ୍ତି? କାମ ନ ପାଇଁ ଏଠାକାର ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି। ଏଠି ପିଇବା ପାଣି ମିଳୁଛି ନା ଚାଷ ଜମିକୁ ପାଣି ଟିକେ ମିଳୁଛି।"

ଏହା ସହିତ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ମୋଦି ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଓଡ଼ିଶାରେ ନୂଆ ସରକାର ଦରକାର। ନୂଆ ନୀତି ଓ ପରିକଳ୍ପନା କରିପାରୁଥିବା ସରକାର ଦରକାର। କେବଳ ଡବଲ ଇଞ୍ଜିନର ସରକାର ଦ୍ୱାରା ହିଁ ଭାରତ ଓ ଓଡ଼ିଶାର ବିକାଶ ହୋଇପାରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରର ବିଭିନ୍ନ ସଫଳତା ବିଷୟରେ ମଧ୍ୟ ବଖାଣିଥିଲେ। ସୋନପୁର ସଭାରେ ବିଜେପି ନେତା କେ.ଭି ସିଂହଦେଓଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story