‘ଆଜିଠୁ ଘରେ ଘରେ ଶଙ୍ଖ’, ଜଟଣୀରୁ ବିଗୁଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ସଦସ୍ୟ, ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ତୃଣମୂଳସ୍ତରରୁ ଲୋକଙ୍କ ମତାମତ ନେବେ। କ’ଣ ରହିଛି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ପରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର। ଏହି କ୍ରମରେ ଆଜିଠୁ ଆରମ୍ଭ ହୋଇଛି ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଏହି ନିର୍ବାଚନୀ ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀରୁ ଏହାର […]

cm

cm

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 02:41 PM IST

Sports

Latest News

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ସଦସ୍ୟ, ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ତୃଣମୂଳସ୍ତରରୁ ଲୋକଙ୍କ ମତାମତ ନେବେ। କ’ଣ ରହିଛି ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିବା ପରେ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର। ଏହି କ୍ରମରେ ଆଜିଠୁ ଆରମ୍ଭ ହୋଇଛି ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଏହି ନିର୍ବାଚନୀ ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀରୁ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସମ୍ପର୍କରେ ମତାମତ ନେବେ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ମଧ୍ୟ ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନ ସମୟରେ ବିଜେଡି ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହାକୁ ସବୁ ସୂଚାରୁ ଢଙ୍ଗରେ ପୂରଣ କରିପାରି ନାହିଁ। ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାରୀ ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଛି ବିଜେଡି। ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ସବୁ ପଞ୍ଚାୟତରେ ଗୋଦାମ ଘର, ସବୁ ବ୍ଲକରେ ଶୀତଳ ଭଣ୍ଡାର, ଶିକ୍ଷାନୁଷ୍ଠାନରେ କ୍ୟାରିଅର୍ କାଉନ୍ସେଲିଂ ସେଣ୍ଟର ପ୍ରତିଷ୍ଠା ଭଳି ପ୍ରତିଶ୍ରୁତି ଏ ଯାଏଁ ପୂରଣ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story