ଚୋରି କରି ଜେଲ ଗଲେ ବିଜେଡି ନେତା

କୋରାପୁଟ( ଓଡ଼ିଶା ରିପୋର୍ଟର): ଜେଲ୍ ଗଲେ ଯୁବ ବିଜେଡି ନେତା। କୋରାପୁଟ ଜିଲ୍ଲାର ଯୁବ ବିଜେଡି ଏସ୍‌ସି ସେଲ୍ ସଭାପତି ରଂଜିତ ବାଗ ଜେଲ ଯାଇଛନ୍ତି। ୨୦୧୫ରେ ମାଲକାନଗିରି ଥାନାରେ ଏକ ଚୋରି ମାମଲା ଥିଲା। ଏହି ମାମଲାରେ ରଂଜିତଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ଗତକାଲି ସେ ମାଲକାନଗିରି କୋର୍ଟରେ ଆତ୍ମସମର୍ପଣ କରିଥିଲେ ଆଜି କୋର୍ଟ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି।

hytg

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 01:03 PM IST

କୋରାପୁଟ( ଓଡ଼ିଶା ରିପୋର୍ଟର): ଜେଲ୍ ଗଲେ ଯୁବ ବିଜେଡି ନେତା। କୋରାପୁଟ ଜିଲ୍ଲାର ଯୁବ ବିଜେଡି ଏସ୍‌ସି

ସେଲ୍ ସଭାପତି ରଂଜିତ ବାଗ ଜେଲ ଯାଇଛନ୍ତି। ୨୦୧୫ରେ ମାଲକାନଗିରି ଥାନାରେ ଏକ ଚୋରି ମାମଲା ଥିଲା। ଏହି ମାମଲାରେ ରଂଜିତଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ଗତକାଲି ସେ ମାଲକାନଗିରି କୋର୍ଟରେ ଆତ୍ମସମର୍ପଣ କରିଥିଲେ ଆଜି କୋର୍ଟ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି।

https://youtu.be/g5CoByYHays

Related story