କୁଜଙ୍ଗରେ ବିଜେଡିର ମହିଳା ସମାବେଶ

ଜଗତସିଂହପୁର: ପାରାଦୀପ ନିର୍ବାଚନମଣ୍ଡଳୀ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜିତ ହେଉଛି। ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ସମାବେଶ ଆୟୋଜନ କରାଯାଇଛି। କୁଜଙ୍ଗ ବ୍ଲକ୍ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ଯୋଗ ଦେବା ଲାଗି ଜିଲ୍ଲାରୁ ବହୁ ସଂଖ୍ୟାରେ ମହିଳା କର୍ମୀ ଓ ସମର୍ଥକ ରୁଣ୍ଡ ହୋଇଛନ୍ତି। ବିଜେଡିର ଏହି ମହିଳା ସମାବେଶରେ ରାଜ୍ୟର ନେତୃବର୍ଗ ଯୋଗଦେବା […]

kujanga

kujanga

Jyoshna Pradhan
  • Published: Sunday, 30 September 2018
  • Updated: 30 September 2018, 04:34 PM IST

Sports

Latest News

ଜଗତସିଂହପୁର: ପାରାଦୀପ ନିର୍ବାଚନମଣ୍ଡଳୀ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜିତ ହେଉଛି। ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ସମାବେଶ ଆୟୋଜନ କରାଯାଇଛି।

କୁଜଙ୍ଗ ବ୍ଲକ୍ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ଯୋଗ ଦେବା ଲାଗି ଜିଲ୍ଲାରୁ ବହୁ ସଂଖ୍ୟାରେ ମହିଳା କର୍ମୀ ଓ ସମର୍ଥକ ରୁଣ୍ଡ ହୋଇଛନ୍ତି। ବିଜେଡିର ଏହି ମହିଳା ସମାବେଶରେ ରାଜ୍ୟର ନେତୃବର୍ଗ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ବୈଠକରେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କୁ ଦୂରେଇ ରଖାଯାଇଛି।   ସମାବେଶରେ କିଛି ଦାମ ଅନୁଗତ ମଧ୍ୟ ଯୋଗଦେଉଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story