କଲେଜରେ ବିଜେଡି ବିଧାୟକଙ୍କୁ ତାଲା ପକାଇଲେ ଛାତ୍ର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଦୀନକୃଷ୍ଣ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି କଲେଜର ପରିଚାଳନା କମିଟିର ବୈଠକ ଥିଲା। ଏଥିରେ ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇଥିଲେ। କିନ୍ତୁ ବୈଠକକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିନିଧିଙ୍କୁ ଡକା ନଯାଇଥିବାରୁ ଛାତ୍ରମାନେ ଏହାର ପ୍ରତିବାଦ କରି ବିଧାୟକ ଓ କଲେଜ ଅଧ୍ୟକ୍ଷଙ୍କୁ କଲେଜ କ୍ୟାମ୍ପସରେ ତାଲା ପକାଇ ଦେଇଥିଲେ। ଏହା ସହିତ ଉତ୍ତ୍ୟକ୍ତ ଛାତ୍ରମାନେ କଲେଜରେ […]

jaleswar

jaleswar

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 05:12 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଦୀନକୃଷ୍ଣ ମହାବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଆଜି କଲେଜର ପରିଚାଳନା କମିଟିର ବୈଠକ ଥିଲା। ଏଥିରେ ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇଥିଲେ।

କିନ୍ତୁ ବୈଠକକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିନିଧିଙ୍କୁ ଡକା ନଯାଇଥିବାରୁ ଛାତ୍ରମାନେ ଏହାର ପ୍ରତିବାଦ କରି ବିଧାୟକ ଓ କଲେଜ ଅଧ୍ୟକ୍ଷଙ୍କୁ କଲେଜ କ୍ୟାମ୍ପସରେ ତାଲା ପକାଇ ଦେଇଥିଲେ।

ଏହା ସହିତ ଉତ୍ତ୍ୟକ୍ତ ଛାତ୍ରମାନେ କଲେଜରେ ମଧ୍ୟ ହୋହାଲ୍ଲା କରିଥିଲେ। ତେବେ ବହୁ ବୁଝାସୁଝା ପରେ ଛାତ୍ରମାନେ ବିଧାୟକଙ୍କୁ ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story