ପଞ୍ଚଭୂତରେ ଲୀନ ହେଲେ କିଶୋର ମହାନ୍ତି

ଝାରସୁଗୁଡ଼ା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହେଲେ ବିଧାୟକ କିଶୋର ମହାନ୍ତି। ଆଜି ଶୋକାକୂଳ ପରିବେଶରେ ଝାରସୁଗୁଡ଼ା ସ୍ଥିତ ଝାଡ଼େଶ୍ୱର ନିକଟ ମୁକ୍ତିଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏକମାତ୍ର ପୁଅ ଦୁର୍ଗେସ ମହାନ୍ତି ମୁଖାଗ୍ନି ଦେଇଥିଲେ। ଜିଲ୍ଲା ପୁଲିସ ତରଫରୁ ସ୍ୱର୍ଗତ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଝାରସୁଗୁଡ଼ା ସ୍ଥିତ ବାସଭବନରେ କିଶୋର ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ ପ୍ରିୟଜନ,ସମ୍ପର୍କୀୟ,ସମର୍ଥକ, […]

Cremation

Cremation

Jitendra Garnayak
  • Published: Friday, 31 December 2021
  • Updated: 31 December 2021, 07:50 PM IST

Sports

Latest News

ଝାରସୁଗୁଡ଼ା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ଲୀନ ହେଲେ ବିଧାୟକ କିଶୋର ମହାନ୍ତି। ଆଜି ଶୋକାକୂଳ ପରିବେଶରେ ଝାରସୁଗୁଡ଼ା ସ୍ଥିତ ଝାଡ଼େଶ୍ୱର ନିକଟ ମୁକ୍ତିଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏକମାତ୍ର ପୁଅ ଦୁର୍ଗେସ ମହାନ୍ତି ମୁଖାଗ୍ନି ଦେଇଥିଲେ। ଜିଲ୍ଲା ପୁଲିସ ତରଫରୁ ସ୍ୱର୍ଗତ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଝାରସୁଗୁଡ଼ା ସ୍ଥିତ ବାସଭବନରେ କିଶୋର ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ ପ୍ରିୟଜନ,ସମ୍ପର୍କୀୟ,ସମର୍ଥକ, ବିଭିନ୍ନ ଦଳର ରାଜନେତା ଓ ସାଧାରଣ ଲୋକ। କିଶୋର ମହାନ୍ତି ଗତ ନିର୍ବାଚନରେ ବ୍ରଜରାଜନଗରରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ତେଣୁ ତାଙ୍କ ପାର୍ଥିବ ଶରୀରକୁ ବ୍ରଜରାଜନଗର ମଧ୍ୟ ନିଆଯାଇଥିଲା। ବ୍ରଜରାଜନଗର ବିଜେଡି କାର୍ଯ୍ୟାଳୟରେ ସମସ୍ତେ ତାଙ୍କ ଶେଷ ଦର୍ଶନ କରିଥିଲେ।

କିଶୋରଙ୍କ ବିୟୋଗରେ ଆଜି ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

ଗତକାଲି ହୃଦ୍‌ଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ କିଶୋର ମହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସ୍ୱର୍ଗତ ମହାନ୍ତି ବିଧାନସଭା ବାଚସ୍ପତି ମଧ୍ୟ ଥିଲେ। ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ସେହିପରି ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ବି ଥିଲେ। ଗତ ନିର୍ବାଚନରେ ସେ ପ୍ରଥମ ଥର ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତା’ପୂର୍ବରୁ ସେ ଝାରସୁଗୁଡ଼ା ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story