ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ୱକୁ ନେଇ ବିଜେଡି ଅସନ୍ତୁଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ବିଳମ୍ବକୁ ନେଇ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ରେଳ ସଦନକୁ ଯାଇ ଇଷ୍ଟକୋଷ୍ଟ ରେଲୱେ ମହାପ୍ରବନ୍ଧକଙ୍କୁ ଭେଟିଛି ବିଜେଡି ବିଧାୟକଙ୍କ ଏକ ଟିମ୍।  ବୌଦ୍ଧ ଓ ଦଶପଲ୍ଲାରେ ୨ଟି ୱାର୍କ ଷ୍ଟେସନ୍ ପ୍ରତିଷ୍ଠା, ନିର୍ମାଣାଧୀନ ରେଳ ଲାଇନର କାର୍ଯ୍ୟ ତ୍ୱରାନ୍ୱିତ ଓ କାର୍ଯ୍ୟ ତଦାରଖ କରୁଥିବା ୩ ଜେଇଙ୍କ ବଦଳି ବାତିଲ ନେଇ ଦାବି ରଖାଯାଇଛି। ସୂଚନାଯୋଗ୍ୟ,ଗତ ଜୁଲାଇ ୨୩ ତାରିଖରେ ବସିଥିବା ତୃତୀୟ ଆପେକ୍ସ କମିଟି ବୈଠକରେ ଆସନ୍ତା ମାର୍ଚ୍ଚ […]

railway

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 02:21 PM IST

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ବିଳମ୍ବକୁ ନେଇ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ରେଳ ସଦନକୁ ଯାଇ ଇଷ୍ଟକୋଷ୍ଟ ରେଲୱେ ମହାପ୍ରବନ୍ଧକଙ୍କୁ ଭେଟିଛି ବିଜେଡି ବିଧାୟକଙ୍କ ଏକ ଟିମ୍।  ବୌଦ୍ଧ ଓ ଦଶପଲ୍ଲାରେ ୨ଟି ୱାର୍କ ଷ୍ଟେସନ୍ ପ୍ରତିଷ୍ଠା, ନିର୍ମାଣାଧୀନ ରେଳ ଲାଇନର କାର୍ଯ୍ୟ ତ୍ୱରାନ୍ୱିତ ଓ କାର୍ଯ୍ୟ ତଦାରଖ କରୁଥିବା ୩ ଜେଇଙ୍କ ବଦଳି ବାତିଲ ନେଇ ଦାବି ରଖାଯାଇଛି।

ସୂଚନାଯୋଗ୍ୟ,ଗତ ଜୁଲାଇ ୨୩ ତାରିଖରେ ବସିଥିବା ତୃତୀୟ ଆପେକ୍ସ କମିଟି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 

Related story