ଭୋଟ୍‌ ମାଗିବାକୁ ଯାଇଥିଲେ ବିଧାୟିକା; ପ୍ରଶ୍ନବାଣରେ ଘାଇଲା କଲେ ଲୋକେ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯାଇଥିବାବେଳେ ହଟହଟା ହେଲେ ବିଜେଡି ନେତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ। ଟିଟିଲାଗଡ଼ରେ ଶିଭ୍ରଟାପଡ଼ାରେ ଲୋକେ ତାଙ୍କୁ ଘେରି ଯାଇ ୫ ବର୍ଷର ହିସାବ ମାଗିଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ ଓ ପଡ଼ାରେ ପୂରାଇ ଦେବେନି ବୋଲି କହିଥିଲେ। ରାସ୍ତା, ପାଣି ଓ ବିଦ୍ୟୁତ୍‌ ସମସ୍ୟାକୁ ନେଇ ସେମାନେ ବିଧାୟିକାକୁ ପ୍ରଶ୍ନ ପଚାରି ଘାଇଲା […]

tukuni1

tukuni1

Tapaswini Nayak
  • Published: Saturday, 13 April 2019
  • Updated: 13 April 2019, 02:02 PM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯାଇଥିବାବେଳେ ହଟହଟା ହେଲେ ବିଜେଡି ନେତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ। ଟିଟିଲାଗଡ଼ରେ ଶିଭ୍ରଟାପଡ଼ାରେ ଲୋକେ ତାଙ୍କୁ ଘେରି ଯାଇ ୫ ବର୍ଷର ହିସାବ ମାଗିଥିଲେ। ଗଲା ୫ ବର୍ଷରେ ସେମାନଙ୍କ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ ଓ ପଡ଼ାରେ ପୂରାଇ ଦେବେନି ବୋଲି କହିଥିଲେ। ରାସ୍ତା, ପାଣି ଓ ବିଦ୍ୟୁତ୍‌ ସମସ୍ୟାକୁ ନେଇ ସେମାନେ ବିଧାୟିକାକୁ ପ୍ରଶ୍ନ ପଚାରି ଘାଇଲା କରି ଦେଇଥିଲେ।

କେବଳ ବିଧାୟିକା ନୁହନ୍ତି, ତାଙ୍କ ସହ ଥିବା ବିଜେଡିର ଅନ୍ୟ ନେତାଙ୍କୁ ବି ଅଞ୍ଚଳବାସୀ ଘେରିଥିଲେ। ସେ ସମୟର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ବିଧାୟିକା ଓ ଅନ୍ୟ ଜଣେ ନେତା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ହେଲେ ଲୋକେ ସେମାନଙ୍କ କଥାକୁ ନଶୁଣି ନିଜର ଆକ୍ରୋଶ ଜାହିର କରିଥିଲେ।

tukuniତେବେ ଏ ଘଟଣାକୁ ନେଇ ବିଧାୟିକା ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

ଏଥର ବି ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟୁକୁନି ସାହୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସ୍ୱାମୀ ଅଭିମନ୍ୟୁ ସାହୁଙ୍କ ହତ୍ୟା ପରେ ୨୦୧୪ରେ ସେ ବିଜେଡି ଟିକେଟ୍‌ରେ ଟିଟିଲାଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୋନପୁରରେ ନିରଞ୍ଜନ ପୂଜାରୀ ଓ କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଭୋଟର ବିରୋଧ କରିଥିବା ଓ କାମର ହିସାବ ମାଗିଥିବା ଭିଡିଓ ଭାଇରାଲ୍ ହୋଇଥିଲା।

https://youtu.be/WmlSde7SluM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story