ବିଜେଡି ସାଂସଦ କହିଲେ- ଚାଉଳ ନଷ୍ଟ କରନି, ହାଣ୍ଡିଆ କରି ପିଇଦିଅ

ପାଲଲହଡା(ଓଡ଼ିଶା ରିପୋର୍ଟର): “ଚାଉଳ ଯଦି ବିଣ୍ଡା ବିଣ୍ଡା ହୋଇଥିବ, ତାହେଲେ ତାକୁ ନଷ୍ଟ ନକରି ହାଣ୍ଡିଆ କରିଦେବ। ସେହି ହାଣ୍ଡିଆକୁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଇଦେବ। ଖରା ବେଳେ ସେହି ହଣ୍ଡିଆ ପିଇଲେ ନିଶା ହୋଇଯିବ।” ମହାମାରୀ କରୋନା ସମୟରେ ଅସହାୟ ଲୋକଙ୍କୁ ୩ ମାସ ତଳର ଚାଉଳ ବାଣ୍ଟିବା ଅବସରରେ ଏପରି କହିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ଯାହା ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ […]

mahesh-sahoo

mahesh-sahoo

Manoranjan Sial
  • Published: Sunday, 25 October 2020
  • Updated: 25 October 2020, 07:38 PM IST

Sports

Latest News

ପାଲଲହଡା(ଓଡ଼ିଶା ରିପୋର୍ଟର): “ଚାଉଳ ଯଦି ବିଣ୍ଡା ବିଣ୍ଡା ହୋଇଥିବ, ତାହେଲେ ତାକୁ ନଷ୍ଟ ନକରି ହାଣ୍ଡିଆ କରିଦେବ। ସେହି ହାଣ୍ଡିଆକୁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଇଦେବ। ଖରା ବେଳେ ସେହି ହଣ୍ଡିଆ ପିଇଲେ ନିଶା ହୋଇଯିବ।” ମହାମାରୀ କରୋନା ସମୟରେ ଅସହାୟ ଲୋକଙ୍କୁ ୩ ମାସ ତଳର ଚାଉଳ ବାଣ୍ଟିବା ଅବସରରେ ଏପରି କହିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ଯାହା ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ସାଂସଦ ମହେଶ ସାହୁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ସହର ନିକଟ ପେଣ୍ଡରାବସା ଗାଁକୁ ଯାଇ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ। ପୁଡ଼ିଆରେ ଥିଲା ଚୁଡ଼ା, ଚିନି, ଗୁଡ଼, ହଳଦୀ, ଲୁଣ ସହ ଚାଉଳ। ଯାହାକୁ ନେବାକୁ ନିଜିଗଡ଼, ଡିମିରିଆ, ବାଲିପଶି ଆଦି ପଞ୍ଚାୟତର ପ୍ରାୟ ୨୪୪ ଜଣ ଅସହାୟ ବୃଦ୍ଧବୃଦ୍ଧା ଆସିଥିଲେ। ଏହି ସମୟରେ ଲୋକମାନେ ସାମାଜିକ ଦୂରତା ମାନିନଥିଲେ।

[caption id="attachment_584683" align="aligncenter" width="650"] ଲୋକମାନେ କେମିତି ମାନୁଛନ୍ତି କରୋନା କଟକଣା[/caption]

ଚାଉଳ ବଣ୍ଟନ ବେଳେ ଶ୍ରୀ ସାହୁ କହିଥିଲେ, ଚାଉଳ ବେଶୀ ଦିନ ରହିଗଲେ ବିଣ୍ଡା ବିଣ୍ଡା ହୋଇଯାଏ। ତେଣୁ କୌଣସି କାମରେ ନଲାଗିଲେ ତାକୁ ହାଣ୍ଡିଆ କରି ପିଇଦେବ। ନହେଲେ କାଞ୍ଜି କରି ପିଇଦେବ। ଏହି ଚାଉଳ ପ୍ୟାକେଟ୍‌ଟି ୩ ମାସ ତଳର ବୋଲି ସେ କହିଥିଲେ। ତେବେ ସାଂସଦ ଜାଣିଶୁଣି ୩ ମାସ ତଳର ଚାଉଳକୁ ବାଣ୍ଟିବା ଓ ଗରିବ ଅସହାୟଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story