ଧାରା ୩୭୦ ଉଚ୍ଛେଦ ସପକ୍ଷରେ ବିଜେଡି, ଗୃହରେ କଶ୍ମୀର ପଣ୍ଡିତଙ୍କ କଥା ଉଠାଇଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ଧାରା ୩୭୦ର ଉଚ୍ଛେଦ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି।  ଧାରା ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଆଜିର ଏହି ପ୍ରସ୍ତାବ ଆଲୋଚନାରେ ବିଜେଡି ତରଫରୁ ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖିଥିଲେ। ଆଜିର ଗୃହ ସରଗରମ ଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଧାରା ୩୭୦ ଉଚ୍ଛେଦ ସପକ୍ଷରେ କଡ଼ା ରାୟ ରଖିଥିଲେ। କହିଥିଲେ “ଆମେ ଜମ୍ମୁ-କଶ୍ମୀରରେ ଜମିଟିଏ କିଣିପାରୁନେ […]

b-90

b-90

Tapas Behera
  • Published: Monday, 05 August 2019
  • Updated: 05 August 2019, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ଧାରା ୩୭୦ର ଉଚ୍ଛେଦ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି।  ଧାରା ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଆଜିର ଏହି ପ୍ରସ୍ତାବ ଆଲୋଚନାରେ ବିଜେଡି ତରଫରୁ ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖିଥିଲେ।

ଆଜିର ଗୃହ ସରଗରମ ଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଧାରା ୩୭୦ ଉଚ୍ଛେଦ ସପକ୍ଷରେ କଡ଼ା ରାୟ ରଖିଥିଲେ। କହିଥିଲେ "ଆମେ ଜମ୍ମୁ-କଶ୍ମୀରରେ ଜମିଟିଏ କିଣିପାରୁନେ ଅଥଚ୍ କହୁଛେ ଜମ୍ମୁ କଶ୍ମୀର ହିନ୍ଦୁସ୍ଥାନର ଅଭିନ୍ନ ଅଙ୍ଗ। ମୁଁ ସେଥିପାଇଁ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାହିଁକିନା ଆଜିଠାରୁ ହିଁ ପ୍ରକୃତରେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇପାରିଛି। ଆମେ ଆଞ୍ଚଳିକ ଦଳ ହୋଇଥିଲେ ବି ଦେଶ ଆମ ପାଇଁ ପ୍ରଥମ।  ଆମେ ସେଦିନ ବେଶୀ ଖୁସି ହେବୁ ଯେଉଁଦିନ ପାକ୍‌ ଅଧିକୃତ କଶ୍ମୀର (ପିଓକେ) କଶ୍ମୀରର ଏକ ଅଂଶ ହୋଇଯିବ ଏବଂ ସାରା ଦେଶ ଏହି ସରକାରକୁ ଶୁଭେଚ୍ଛା ଜଣାଇବ। ଆଜି ଭାରତର ୧୩୦ କୋଟି ଲୋକେ ଅପେକ୍ଷା କରିଛନ୍ତି।"

ଶ୍ରୀ ଆଚାର୍ଯ୍ୟ କହିଥିଲେ, "ଆମେ କଶ୍ମୀର ପାଇଁ ବହୁତ ଲୁହ ଗଡ଼ାଉଛେ। ଆମେ କଶ୍ମୀରବାସୀଙ୍କ ସ୍ୱାଧୀନତା ନେଇ ଆମେ ସଚେତନ ହେବା ଉଚିତ। ଆମେ ଚାହୁଁଛେ କଶ୍ମୀରବାସୀ ନିର୍ଯାତନାରୁ ମୁକ୍ତିପାଆନ୍ତୁ। କିନ୍ତୁ ଏହାରି ଭିତରେ ଆମେ କଶ୍ମୀର ପଣ୍ଡିତଙ୍କ କଥା ଭୁଲି ଯାଇଛୁ। ୭୦ ବର୍ଷ ଧରି ଯେଉଁମାନେ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ କେବେ ସେହି କଶ୍ମୀର ପଣ୍ଡିତଙ୍କ କଥା ଭାବିଛନ୍ତି କି ବୋଲି ପ୍ରସନ୍ନ ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ ଯେ ଯଦି ଆଜି ଏହି ଗୃହରେ ଆଲୋଚନାର ମାହୋଲ ଥାଆନ୍ତା, ତେବେ ଅନେକ କଥା ସାମ୍ନାକୁ ଆସିଥାନ୍ତା। ତେଣୁ ମୁଁ ଏହି ପ୍ରସ୍ତାବକୁ ସମର୍ଥନ କରୁଛି, ମୋ ଦଳ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଆମ ପାଇଁ ଦେଶ ହେଉଛି ଆଗେ। ଦେଶର ଏକତା,ସଂହତି ଏବଂ ସୁରକ୍ଷା ହେଉଛି ଆଗ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story